ସାଇକଲ ନାଁ ସାଇକେଲ? ସମ୍ପାଦନା

ଆମ ପାଠ ବହିରେ ସାଇକେଲ ଥିଲା ବୋଧେ? ;-) --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୪:୦୯, ୨୨ ମାର୍ଚ୍ଚ ୨୦୧୩ (UTC)

ହଁ ଭାଇ କାଲି ଲେଖିଲା ବେଳେ ଏଥିପାଇଁ ଦ୍ଵନ୍ଦରେ ଥିଲି, ତା'ପରେ ଭାବିଲି ଆଗ ଲେଖିଦିଏ ଭୁଲ ହେଲେ କେହିନା କେହି ତ ଠିକ କରିଦେବେ :) --ଶିତିକଣ୍ଠ (ଆଲୋଚନା) ୧୮:୨୧, ୨୨ ମାର୍ଚ୍ଚ ୨୦୧୩ (UTC)
Return to "ସାଇକେଲ" page.