ଆଲୋଚନା:ଲାଞ୍ଜିଆ ସଉରା ଜନଜାତି
ନାମ ଦ୍ଵନ୍ଦ
ସମ୍ପାଦନାଏହି ପ୍ରସଙ୍ଗ ନାମରେ ୨ଟି ପ୍ରସଙ୍ଗ ଅଛି ।
ମୃତ୍ୟୁଞ୍ଜୟ ଭାଇ ଓ ସୁଭାଶିଷ ଭାଇ.. ଉଭୟ ପ୍ରସଙ୍ଗ ମଧ୍ୟରୁ କେଉଟି ଠିକ ଜାଣି ହେଉନି, ଦୟାକରି କେହି କହିବେ କି ।--ଆଦିତ୍ୟ ମହାର (ଆଲୋଚନା) ୨୦:୧୬, ୨ ମଇ ୨୦୧୪ (UTC)
- ମୋତେ ମୃତ୍ୟୁଞ୍ଜୟ ଭାଇ ପରେ ଏ ବିଷୟରେ କହିଲେ । ଏବେ ଦେଖିଲ ଠିକ ହେଲା କି ନାହିଁ? --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୨୦:୦୨, ୪ ମଇ ୨୦୧୪ (UTC)
- Self Redirect! :D ଲିଭାଇଦେବି? -- ଅଂଶୁମାନ ତାର ଯୋଡ଼ିବେ? ୧୯:୩୪, ୨୦ ଅକ୍ଟୋବର ୨୦୧୪ (UTC)