ଆଲୋଚନା:ଯୁକ୍ତରାଜ୍ୟ

ମୋ ମତରେ ୟୁନାଇଟେଡ କିଙ୍ଗଡ଼ୋମ ବଦଳରେ "ଯୁକ୍ତରାଜ୍ୟ" ବ୍ୟବହାର କରାଗଲେ ଭଲ ହୁଅନ୍ତା । ଏହି ନାଁ ଆଗରୁ ଭୂଗୋଳ ବହିରେ ବ୍ୟବହାର ହେଉଅଛି ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୧:୧୯, ୬ ଅକ୍ଟୋବର ୨୦୧୨ (UTC)

ବର୍ତ୍ତମାନ ଆମେ ଯେହେତୁ କେତେଜଣ ହାତଗଣତି ଉଇକିଆଳି , ତେଣୁ ଏସବୁରେ ବେକାର ଆଲୋଚନାରେ ସମୟ ନଷ୍ଟ ନ କରି ବରଂ ନୂଆ ପ୍ରସଙ୍ଗ ଓ ପ୍ରସଙ୍ଗରେ ପଢିବା ଭଳି ତଥ୍ୟ ଯୋଡିଲେ ଭଲ ହୁଅନ୍ତା । ଧନ୍ୟବାଦ --ଆଦିତ୍ୟ ମହାର (ମୋ ଆଲୋଚନା) ୦୪:୩୪, ୭ ଅକ୍ଟୋବର ୨୦୧୨ (UTC)

ଠିକ ଅଛି ଭାଇ । ଆଗକୁ ମୁଁ ସେଇଆ କରିବି ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୧:୩୮, ୮ ଅକ୍ଟୋବର ୨୦୧୨ (UTC)

Return to "ଯୁକ୍ତରାଜ୍ୟ" page.