ଆଲୋଚନା:ଭୂବନାନନ୍ଦ ଦାସ
Latest comment: ୧ ବର୍ଷ ପୂର୍ବେ by 2401:4900:7068:4055:CE6:2B00:7DEC:9FD7 in topic ଭୂବନାନନ୍ଦ ଦାସ ଙ୍କ ନାତି ସ୍ମୃତି ରଞ୍ଜନ ଦାସ ଗାଁ କୁରଞ୍ଜି ପୁର
ଏହି ପ୍ରସଙ୍ଗଟି ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୧୮ରେ ତିଆରି କରାଯାଇଛି । |
ଭୂବନାନନ୍ଦ ଦାସ ଙ୍କ ନାତି ସ୍ମୃତି ରଞ୍ଜନ ଦାସ ଗାଁ କୁରଞ୍ଜି ପୁର
ସମ୍ପାଦନାବାପା ଙ୍କ ନାମ ଥିଲା କାନୁନୁଗୋ ରାମଚନ୍ଦ୍ର ଦାସ ତାଙ୍କ ଘର ବର୍ତମାନର ଖୋର୍ଦ୍ଧା ଜିଲ୍ଲା ,ବାଲିପାଟଣା ବ୍ଲକ ,
ସେ ପୁରୀ ଇଲେକ୍ଟ୍ରି କଂପିନ ର ପ୍ରତିଷ୍ଠାତା ଥିଲା . 1930-31 ମସିହାରେ ବିଲାତ ରେରେ ଅନୁଷ୍ଠିତ ଗୋଲ ଟେବୁଲ ବୈଠକ ରେ ଓଡ଼ିଶାର ପ୍ରତି ନିଧି କରି ଥିଲା .
ତାଙ୍କ ବାପାଙ୍କ ନାମରେ ଗାଁ ରେ ସ୍କୁଲ ନରିମାଣ କରିଥିଲା . ସେ 4 ଭାଇ ଥିଲେ 1-ରାଘବାନନ୍ଦ ଦାସ 2-ବିଚିତ୍ର ନନ୍ଦ ଦାସ 3-ଭୁବନନ୍ଦ ଦାସ 4-ବ୍ରମା ନନ୍ଦ ଦାସ 2401:4900:7068:4055:CE6:2B00:7DEC:9FD7 ୨୧:୧୪, ୬ ମଇ ୨୦୨୩ (IST)