ଆଲୋଚନା:ବାଲିଯାତ୍ରା

ମୁଁ ଭାବୁଛି "କାର୍ତ୍ତିକ ପୂର୍ଣ୍ଣିମା" ଅଲଗା ଅଲଗା ଦୁଇଟି ଲିଙ୍କ ନଦେଇ ଗୋଟିଏ ଲିଙ୍କ ଦେବା ଠିକ ହେବ , ମାନେ "କାର୍ତ୍ତିକ" ପାଇଁ ଅଲଗା ଓ "ପୂର୍ଣ୍ଣିମା" ପାଇଁ ଅଲଗା ଇଣ୍ଟେର୍ନାଲ ଲିଙ୍କ ଦେବା ବଦଳରେ "କାର୍ତ୍ତିକ ପୂର୍ଣ୍ଣିମା" ପାଇଁ ଗୋଟିଏ ଲିଙ୍କ ରହୁ । ଅଲଗା ଅଲଗା ଲିଙ୍କ କିଛି ପରିପ୍ରେକ୍ଷୀରେ ଠିକ ବି ହୋଇପାରେ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୧:୨୭, ୪ ଡିସେମ୍ବର ୨୦୧୨ (UTC)

Return to "ବାଲିଯାତ୍ରା" page.