ଆଲୋଚନା:ବାରାକ ଓବାମା

ପ୍ରଚଳିତ ଅଧିକାଂଶ ଓଡ଼ିଆ ଖବରକାଗଜରେ "ବାରାକ ଓବାମା" ବୋଲି ଲେଖାଯାଉଥିବାରୁ ଏ ପୃଷ୍ଠାର ନାମ "ବରାକ ଓବାମା" ବଦଳରେ "ବାରାକ ଓବାମ" କରିବା ପାଇଁ ମୁଁ ଅନୁରୋଧ କରୁଛି । ଯଦି କେହି ଆଗାମୀ ୧୦ ଦିନ ଭିତରେ ଏହା ବିପକ୍ଷରେ କିଛି ପ୍ରମାଣ ନ ଦିଅନ୍ତି ତାହେଲେ ଆଉ କେହି ପରିଚାଳକ/ମୁଁ ଏହାକୁ ଘୁଞ୍ଚାଇଦେବେ/ଘୁଞ୍ଚାଇଦେବି ।--ସୁଭାସିସ ପାଣିଗାହି (ଆଳାପ) ୧୦:୦୨, ୩ ଜୁଲାଇ ୨୦୧୫ (UTC)

Return to "ବାରାକ ଓବାମା" page.