ଆଲୋଚନା:ଟୋକିଓ-ଶୀ
Latest comment: ୪ ବର୍ଷ ପୂର୍ବେ by Anos Vordigoad in topic ତ୍ରୁଟି
ତ୍ରୁଟି
ସମ୍ପାଦନା- ଇଂରାଜୀରେ Tokyo ଏବଂ Tokyo Special ward ଆଦି ଦୁଇଟି ପ୍ରସଙ୍ଗ ଥିଲା । ଏହି ପ୍ରସଙ୍ଗର ପୂର୍ବ ନାମ ଟୋକିଓ ଥିଲା କିନ୍ତୁ ତଥ୍ଯ Tokyo Special wardର ଥିଲା ତେଣୁ ମୁଁ ନାମ ବଦଳି ଦେଲି । କିନ୍ତୁ ପରେ ଦେଖିଲି ଯେ ଭାଷାଲିଙ୍କ ଟି remove କରି ପାରୁନାହିଁ ।
- ୧-ଯଦି ଏଠାରେ ଥିବା ଭାଷା ଲିଙ୍କକୁ ବାହାର କରିଦିଆ ଯାଏ ତେବେ ମୁଁ ଏଠାରେ Tokyo Special wardର ଅନୁବାଦିତ ତଥ୍ଯ ଲେଖି ଏହାକୁ ପରେ ଉକ୍ତ ଇଂରାଜୀ ପ୍ରସଙ୍ଗ ସହ ଯୋଡି ପାରିବି । ସେପରି କଲେ ଲିଭାଇବାର ଆବଶ୍ଯକତା ନାହିଁ ।
- ୨-ଯଦି ଏହାକୁ ଲିଭାଇ ଦିଆଯାଏ ତେବେ ମୁଁ ନୂଆକରି ଏକ ଟୋକିଓ-ଶୀ ପ୍ରସଙ୍ଗ ତିଆରି କରିପାରିବି । (ପରିଚାଳକ ଗଣଙ୍କୁ ଯାହା ଠିକ୍ ଲାଗିବ ତାହା କରିବେ । ମୋ ମତରେ ଲିଭାଇଦେଲେ ଭଲ ହେବ)
ଅସୁବିଧା ପାଇଁ ମୁଁ କ୍ଷମା ମାଗୁଅଛି ।