ଜୟଦେବ ସଂସ୍କୃତ ଭାଷା ରେ ଗୀତ ଗୋବିନ୍ଦ ଲେଖିଥିଲେ । ପ୍ରସଙ୍ଗ ରେ ଥିବା "ଓଡିଆ କବି" ଶବ୍ଦଟି ବଦଳାଇବା ଉଚିତ୍ ହେବ । ବିକାଶଓଝା (ମୋ ଆଲୋଚନା) ୨୧:୪୨, ୫ ଜୁନ ୨୦୧୬ (IST)Reply

ବିକାଶ, ଆପଣଙ୍କ ମତ ଯୁକ୍ତିଯୁକ୍ତ । ମୁଁ ସେଇଟି ବଦଳାଇ ଦେଇଛି । --ସୁଭାସିସ ପାଣିଗାହି (ଆଳାପ) ୦୮:୩୪, ୮ ଜୁନ ୨୦୧୬ (IST)Reply
Return to "ଜୟଦେବ" page.