ଆଲୋଚନା:ଛେନାଝିଲି

Latest comment: ୫ ବର୍ଷ ପୂର୍ବେ by Soumendrak
@ପ୍ରିତିରଞ୍ଜନ ଭାଇ ମୋର ପୂର୍ବ ଲେଖା ମୁଁ ଭାବୁଛି କେବଳ ୟୁଟ୍ୟୁଵରେ କେତେକ ବ୍ୟକ୍ତିଗତ ମତାମତକୁ ଆଧାର କରି ହୋଇଥିଲା ବୋଲି ଲିଭାଇ ଦିଆଗଲା । ମୋର ବୁଝିବାଟା ଠିକ କି ? ସୌମେନ୍ଦ୍ର (ମୋ ଆଲୋଚନା) ୧୫:୫୬, ୨୭ ସେପ୍ଟେମ୍ବର ୨୦୧୮ (IST)Reply
ସୌମେନ୍ଦ୍ର ଭାଇ, ବିନା ଆଧାରରେ କିଛି ଲେଖିବା ଉଚିତ ନୁହଁ । ୟୁଟ୍ୟୁଵ, ବ୍ୟକ୍ତିଗତ ବ୍ଲଗ ଆଦିକୁ ଆଧାର ରୂପେ ବ୍ୟବହାର କରିବା ମଧ୍ୟ ଅନୁଚିତ । ତାପରେ, ଉଇକିପିଡ଼ିଆ ପ୍ରସଙ୍ଗତ ଫୁଡ଼ ବ୍ଲଗ ବା ଟିଉଟୋରିୟାଲ ନୁହଁ ଯେ, ଆମେ ପୁରା ଖାଦ୍ୟ ପ୍ରସ୍ତୁତି ପ୍ରଣାଳି ଲେଖିବା । କେବଳ ମୁଖ୍ୟ କଥା ଲେଖିଲେ ଯଥେଷ୍ଟ । ଖାଦ୍ୟର ଉତ୍ପତି, ଇତିହାସ, ବ୍ୟବହାର, ଔଷଧୀୟ ଗୁଣ ଇତ୍ୟାଦି ଲେଖିପାରିଲେ ବହୁତ ଭଲ । ଏହିପରି ଅନ୍ୟ ଖାଦ୍ୟପ୍ରସଙ୍ଗ ମଧ୍ୟ ଥିବ, ସେସବୁ ଯଦି ନଜରରେ ପଡିଲା, ଟିକେ ବାଗେଇଦେବେ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୭:୦୦, ୨୭ ସେପ୍ଟେମ୍ବର ୨୦୧୮ (IST)Reply
ଆଛା ଠିକ୍ ଅଛି । ଧନ୍ୟବାଦ । ସୌମେନ୍ଦ୍ର (ମୋ ଆଲୋଚନା) ୧୭:୧୨, ୨୭ ସେପ୍ଟେମ୍ବର ୨୦୧୮ (IST)Reply
Return to "ଛେନାଝିଲି" page.