ଆଲୋଚନା:ଚାଚେରୀ ବେଶ
ଏ ପ୍ରସଙ୍ଗର ନାମ ବାଚେରୀ ବେଶ ନ ହେଇ ଚାଚେରୀ ବେଶ ହେଲେ ଭଲ ହୁଅନ୍ତା । ବାଚେରୀ ଏକ ବଙ୍ଗଳା ଶବ୍ଦ । ଚାଚେରୀ ଶବ୍ଦର ଅର୍ଥ ହେଲା - ଉତ୍ସବ,ଗୀତବାଦ୍ୟ ଓ ହର୍ଷୋଲ୍ଲାସ ସୌରାଗୋତ୍ସବ । ବିଶେଷ କରି ଦୋଳ ଉତ୍ସବର ଆନନ୍ଦ ଫଗୁଖେଳ ପାଇଁ ଏହି ଶବ୍ଦଟି ବ୍ୟବହୃତ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚାଚେରୀ ଶବ୍ଦର ପ୍ରୟୋଗ ତାଙ୍କ କାବ୍ୟ କବିତାରେ କରିଛନ୍ତି ।--Aditya Mahar (ମୋ ଆଲୋଚନା) ୦୯:୪୬, ୨୪ ନଭେମ୍ବର ୨୦୧୨ (UTC)
- ପ୍ରସଙ୍ଗର ନାମ ବଦଳ କରାଗଲା --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୧୨, ୨୬ ନଭେମ୍ବର ୨୦୧୨ (UTC)
Start a discussion about ଚାଚେରୀ ବେଶ
Talk pages are where people discuss how to make content on ଉଇକିପିଡ଼ିଆ the best that it can be. You can use this page to start a discussion with others about how to improve ଚାଚେରୀ ବେଶ.