ଆଲୋଚନା:ଚାଚେରୀ ବେଶ

ଏ ପ୍ରସଙ୍ଗର ନାମ ବାଚେରୀ ବେଶ ନ ହେଇ ଚାଚେରୀ ବେଶ ହେଲେ ଭଲ ହୁଅନ୍ତା । ବାଚେରୀ ଏକ ବଙ୍ଗଳା ଶବ୍ଦ । ଚାଚେରୀ ଶବ୍ଦର ଅର୍ଥ ହେଲା - ଉତ୍ସବ,ଗୀତବାଦ୍ୟ ଓ ହର୍ଷୋଲ୍ଲାସ ସୌରାଗୋତ୍ସବ । ବିଶେଷ କରି ଦୋଳ ଉତ୍ସବର ଆନନ୍ଦ ଫଗୁଖେଳ ପାଇଁ ଏହି ଶବ୍ଦଟି ବ୍ୟବହୃତ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚାଚେରୀ ଶବ୍ଦର ପ୍ରୟୋଗ ତାଙ୍କ କାବ୍ୟ କବିତାରେ କରିଛନ୍ତି ।--Aditya Mahar (ମୋ ଆଲୋଚନା) ୦୯:୪୬, ୨୪ ନଭେମ୍ବର ୨୦୧୨ (UTC)

 ପ୍ରସଙ୍ଗର ନାମ ବଦଳ କରାଗଲା --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୧୨, ୨୬ ନଭେମ୍ବର ୨୦୧୨ (UTC)
Return to "ଚାଚେରୀ ବେଶ" page.