ଆଲୋଚନା:କୁନ୍ଦୁଲି ଗଣଦୁଷ୍କର୍ମ ମାମଲା
Requested move
ସମ୍ପାଦନା
It has been proposed in this section that କୁନ୍ଦୁଲି ଗଣଦୁଷ୍କର୍ମ ମାମଲା be renamed and moved to କୁନ୍ଦୁଲି ଗଣଧର୍ଷଣ ମାମଲା.
A bot will list this discussion on Wikipedia:Requested moves within half an hour of this tag being placed. The discussion may be closed 7 days after being opened, if consensus has been reached. More information about closing discussions is available at Wikipedia:Requested moves/Closing instructions. Remember to base arguments on article title policy, and to keep discussion succinct and civil. Do not simply add {{requested move}} to page-move requests; instead, use {{subst:requested move}} or {{subst:move-multi}}. Do not use {{requested move/dated}} directly. |
କୁନ୍ଦୁଲି ଗଣଦୁଷ୍କର୍ମ ମାମଲା → କୁନ୍ଦୁଲି ଗଣଧର୍ଷଣ ମାମଲା – ବଳାତ୍କାର/ଧର୍ଷଣ ଭଳି ଅମାନୁଷିକ କାର୍ଯ୍ୟକୁ ଦର୍ଶାଇବା ପାଇଁ "ଦୁର୍ଷ୍କର୍ମ" ଭଳି ସାଧାରଣ ଭୁଲକୁ ସୂଚାଉଥିବା ଶବ୍ଦର ବ୍ୟବହାର ଇଂରାଜୀରେ w:euphemism ପଦବାଚ୍ୟ । ଦୁଷ୍କର୍ମ (ଦୁଃ+କର୍ମ ବା ଖରାପ କାମ[୧] ଶବ୍ଦ ଖବରକାଗଜମାନଙ୍କରେ ବ୍ୟବହୃତ ହେବା ନିକଟରେ ପରିଲକ୍ଷିତ କିନ୍ତୁ ଏଯାଏ ବ୍ୟାପକ ଓ ମାନକ ହୋଇନଥିବାରୁ ପ୍ରଚଳିତ ଓ ସର୍ବଗୃହୀତ ଶବ୍ଦ "ଧର୍ଷଣ" (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଦେଖନ୍ତୁ) ବ୍ୟବହାର କରାଯିବା ପାଇଁ ପ୍ରସ୍ତାବ ବାଢ଼ୁଛି । ଏଥିସହିତ ଆଉ କୌଣସି ସ୍ଥାନରେ ଧର୍ଷଣ ବଦଳରେ ଦୁଷ୍କର୍ମ ବ୍ୟବହାର ହୋଇଥିଲେ ବଦଳାଇବା ପାଇଁ ମଧ୍ୟ ପ୍ରସ୍ତାବ ବାଢ଼ୁଛି ।--ସୁଭ (ଆଳାପ) ୧୪:୧୪, ୧୯ ଜୁନ ୨୦୨୦ (IST)