ଆଲୋଚନା:କାନ୍ଦଣା ଗୀତ

ପ୍ରସଙ୍ଗର ନାମ ସମ୍ପାଦନା

ଅଧିକ ପ୍ରଚଳିତ ନାମ ହିସାବରେ ପ୍ରସଙ୍ଗର ନାମ କାନ୍ଦଣା ବଦଳରେ କାନ୍ଦଣା ଗୀତ କିମ୍ବା ବାହାଘର କାନ୍ଦଣା ଠିକ ହେବ । --ଆଦିତ୍ୟ ମହାର (ଆଲୋଚନା) ୦୪:୧୯, ୧୫ ସେପ୍ଟେମ୍ବର ୨୦୧୪ (UTC)

ହଁ ଆଦିତ୍ୟ ଭାଇ, କାନ୍ଦଣା ସାଧାରଣ ଭାବେ କେବଳ କାନ୍ଦିବାକୁ ବୁଝାଉଛି । କାନ୍ଦଣା ଗୀତ ମୁଁ ଦେଇଥିବା ଆଧାରରେ ମଧ୍ୟ ବ୍ୟବହାର ହୋଇଛି । ସେହି ନାମକୁ ଘୁଞ୍ଚାଇ ଦେଲି । ଯଦି ପରେ କିଛି ଅଲଗା ନାଁ ପାଇଁ ଆଲୋଚନା ହୁଏ, ହୁଏତ ପୁଣି ବଦଳିପାରେ :) --ସୁଭାସିସ ପାଣିଗାହି କଥା ୦୫:୧୭, ୧୫ ସେପ୍ଟେମ୍ବର ୨୦୧୪ (UTC)
ସୁଭ ଭାଇ ମୁଁ କାନ୍ଦଣା ଗୀତ/ବାହାଘର କାନ୍ଦଣାକୁ ଘୁଞ୍ଚାଇବାକୁ କହୁଥିଲି, ବର୍ତ୍ତମାନ ମଧ୍ୟ ପ୍ରସଙ୍ଗର ନାମ କାନ୍ଦଣା ଅଛି। --ଆଦିତ୍ୟ ମହାର (ଆଲୋଚନା) ୦୫:୧୪, ୨୪ ସେପ୍ଟେମ୍ବର ୨୦୧୪ (UTC)
ଆଦିତ୍ୟ ଭାଇ, ବୁଝିଗଲି ଓ କରିଦେଲି :) ଫରମାଲିଟି ଦେଖେଇ ଆଉ ସାଧୁବାଦ ଦଉନି! --ସୁଭାସିସ ପାଣିଗାହି କଥା ୦୫:୨୨, ୨୪ ସେପ୍ଟେମ୍ବର ୨୦୧୪ (UTC)
Return to "କାନ୍ଦଣା ଗୀତ" page.