en:Kantha ଇଂରାଜୀ ଉଇକିରେ ଏକ ଲେଖା ଅଛି । ଓଡ଼ିଆ ଏହି କନ୍ଥା ଲେଖାକୁ en:Nakshi kantha ସହ କାହିଁକି ଯୋଡା ଯାଇଛି ।--113.19.212.2 ୧୨:୪୬, ୧୭ ଡିସେମ୍ବର ୨୦୧୩ (UTC)

ଏବେ ସୁଧାରି ଦିଆଗଲା, ଭୁଲଟି ବାଛିଥିବାରୁ ଅନେକ ଧନ୍ୟବାଦ । --ସୁଭାସିସ ପାଣିଗାହିମୋ ସାଙ୍ଗେ କ‌ଥାବାର୍ତ୍ତା ୧୪:୦୫, ୧୭ ଡିସେମ୍ବର ୨୦୧୩ (UTC)
en:Kantha ପ୍ରସଙ୍ଗଟିକୁ ପଢ଼ିଲେ ଜାଣିପାରିବେ ତାହା ଏହି କନ୍ଥା ବାବଦରେ ଲେଖାଯାଇନି, କନ୍ଥା (ସିଲେଇ ପ୍ରଣାଳି) ବାବଦରେ ଲେଖାଯାଇଛି ତେଣୁ ଏହି ପ୍ରସଙ୍ଗ ସହ ତାହା ଯୋଡ଼ିବା ଠିକ ହେବନି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୩୭, ୧୮ ଡିସେମ୍ବର ୨୦୧୩ (UTC)
କନ୍ଥା ଲେଖାଟି ଛୋଟ, ସିଲେଇ ପ୍ରଣାଳି ସେହି ଲେଖାରେ ରହିବା ଠିକ ହେବ । ତେଣୁ ସେହି ଅନୁସାରେ en:Kantha ସହିତ ଯୋଡ଼ିରହିବା ଠିକ ହେବ ମୋ ମତରେ । -- ଅଂଶୁମାନ ତାର ଯୋଡ଼ିବେ? ୦୬:୦୫, ୧୦ ଫେବୃଆରୀ ୨୦୧୪ (UTC)
Return to "କନ୍ଥା" page.