ଏହି ପ୍ରସଙ୍ଗରେ ଲିଭାଇବା ଛାଞ୍ଚ ବ‌ହୁତ ଦିନା ହେବା ପଡିଲାଣି । ହେଲେ ଏହା ଏବେ ଜାଏଁ ଅଛି । ବ୍ୟବହାରକାରୀ:MKar, ବ୍ୟବହାରକାରୀ:Odisha1 ,ବ୍ୟବହାରକାରୀ:Ansumang, ବ୍ୟବହାରକାରୀ:Psubhashish --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୦:୩୫, ୧୮ ଅପ୍ରେଲ ୨୦୧୭ (IST)Reply

କ୍ଷମା ଚାହୁଁଛି ଜ୍ଞାନ ବାବୁ । କେମିତି ଗୋଟେ ଅଣଦେଖା ହେଇଯାଇଛି । ତେବେ ଲିଭାଇବାର ଆବଶ୍ୟକତା ନାହିଁ । କାରଣ କିଛି ଲୋକ ଆଠଗଡ଼କୁ ଆଠଗଡ ବୋଲି ଖୋଜିପାରନ୍ତି । ତେଣୁ ଲେଉଟାଣି କରାଗଲା । ଏମିତି ଆଉ କିଛି ଥିଲେ ତମେ ନିଜେ ଲେଉଟାଣି କରିଦେଇପାରିବ । --ସୁଭାସିସ ପାଣିଘରି (ଆଳାପ) ୦୦:୪୬, ୧୮ ଅପ୍ରେଲ ୨୦୧୭ (IST)Reply
Return to "ଆଠଗଡ" page.