ଆଲୋଚନା:ଅଲ ଚିକି ଲିପି

Latest comment: ୩ ବର୍ଷ ପୂର୍ବେ by Rocky 734 in topic Renaming the Article

Renaming the Article ସମ୍ପାଦନା

Title ଅଲ୍ ଚିକୀ ଲିପି କରାଯାଉ । କାହିଁକି ନା ଅଲ ( olo ) ଭୋଡି ସୁର କରୁଛି । Rocky 734 (ମୋ ଆଲୋଚନା) ୨୦:୪୨, ୨୨ ଜାନୁଆରୀ ୨୦୨୦ (IST)Reply

ଆଦରର @Rocky 734:: ମତାମତ ପାଇଁ ଧନ୍ୟବାଦ । ଆପଣ ଲେଖିଥିବା କଥାଟି ଯୁକ୍ତିଯୁକ୍ତ । ତେବେ ଅକାରାନ୍ତ ଭଳି ଲେଖାଯାଇଥିବା ଅନେକ ଅଣ-ଓଡ଼ିଆ ଶବ୍ଦ ଉଭୟ "ଅ" ଭଳି ଓ ହଳନ୍ତ "୍" ଥିବା ଭଳି ଉଚ୍ଚାରଣ ହୁଏ । କେତେକ ସାଧାରଣ ଉଦାହରଣ ହେଲା "ସାଇକେଲ" (ମୂଳ ଇଂରାଜୀ: bicycle), "ଲୋକସାନ" (ମୂଳ ଆରବୀ: "نُقْصَان‎" - "nuqṣān") ଆଦି । ଏସବୁ ଶବ୍ଦ ଯେଉଁ ଭାଷାରୁ ଆସିଛି ସେଥିରେ ଶେଷକୁ ହଳନ୍ତ ଉଚ୍ଚାରଣ ଥିଲେ ସୁଦ୍ଧା ଓଡ଼ିଆରେ ଲେଖିବା ବେଳ ଶେଷରେ ବିନା ହଳନ୍ତରେ ଲେଖାଯାଇଥାଏ । ତେଣୁ ଉଭୟ ଅକାରାନ୍ତ ଓ ହଳନ୍ତ ଉଚ୍ଚାରିତ ଶବ୍ଦକୁ ଅକାରାନ୍ତ ଭାବେ ଲେଖିବା ବିଧି ଓଡ଼ିଆରେ ପ୍ରଚଳିତ ହେତୁ ଏଠାରେ ଉଇକିପିଡ଼ିଆରେ "ଅଲ୍ ଚିକି" ବଦଳରେ "ଅଲ ଚିକି" ଲିଖିତ । ଏ ବାବଦରେ ଆଉ କିଛି ଦ୍ୱନ୍ଦ ଥିଲେ ଜଣାଇବେ । --ସୁଭ (ଆଳାପ) ୧୨:୨୫, ୭ ସେପ୍ଟେମ୍ବର ୨୦୨୦ (IST)Reply
@Psubhashish:ତୁମେ ଠିକ୍ କହୁଛ, ତୁମର ସୁନ୍ଦର ବ୍ୟାଖ୍ୟା ପାଇଁ ଧନ୍ୟବାଦ | Rocky 734 (ମୋ ଆଲୋଚନା) ୧୬:୩୫, ୧ ଅକ୍ଟୋବର ୨୦୨୦ (IST)Reply
Return to "ଅଲ ଚିକି ଲିପି" page.