ଆଲୋଙ୍ଗ ବିମାନ ବନ୍ଦର
ଅରୁଣାଚଳ ପ୍ରଦେଶର ଉଡାଜାହାଜ ପଡିଆ
ଆଲୋଙ୍ଗ (IATA: IXV, ICAO: VEAN) ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶର ଆଲୋଙ୍ଗଠାରେ ଥିବା ଏକ ବିମାନ ବନ୍ଦର ।
ଆଲୋଙ୍ଗ ବିମାନ ବନ୍ଦର आलोएनजी हवाई अड्डे | |||
---|---|---|---|
IATA: IXV – ICAO: VEAN | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Military | ||
ପରିଚାଳକ | Indian Air Force | ||
ସେବା | Along, Arunachal Pradesh | ||
ଉଚ୍ଚତା (ସମୁଦ୍ର ଠାରୁ) | 900 ft / 274 m | ||
ଦିଗବାରେଣି | 28°10′31″N 094°48′07″E / 28.17528°N 94.80194°E | ||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
05/23 | 3000 | Asphalt |
ଅରୁଣାଚଳ ପ୍ରଦେଶ ସରକାର ଏହି ବିମାନ ବନ୍ଦରକୁ 2009 ମସିହାରେ ଭାରତୀୟ ପ୍ରତିରକ୍ଷ୍ୟା ମନ୍ତରାଳୟକୁ ହସ୍ତାନ୍ତର କରିଥିଲେ । .[୧] କେନ୍ଦ୍ର ସରକାର ଏଠାରେ ଏକ ସିଭିଲ ଏଙ୍କ୍ଲେବ ସ୍ଥାପନ ପାଇଁ ପ୍ରସ୍ତାବ ରଖିଛନ୍ତି .[୨]
ଭାରତୀୟ ବିମାନ ବନ୍ଦର କାର୍ତୁପକ୍ଷ ଏଠାରେ ଅତିରିକ୍ତ ଜମି ଆବଶ୍ୟକତା ଓ ଅନ୍ୟ ବାଧା ହଟେଇବାକୁ ଅରୁଣାଚଳ ସରକାରଙ୍କୁ ଅନୁରୋଧ ଦେଇଛନ୍ତି ଓ ବିମାନ୍ୱ ବନ୍ଦର ପାଇଁ ଆକଳନ କରିଛନ୍ତି । [୩]
ବିମାନ ଓ ଗନ୍ତବ୍ୟ ସ୍ଥଳ
ସମ୍ପାଦନାବର୍ତ୍ତମାନ ଏଠାରୁ କୌଣସି ବିମାନ ସେବା ନାହିଁ ।
ଘଟନା
ସମ୍ପାଦନା1964 ମସିହା ଏପ୍ରିଲ 7 ତାରିଖରେ ଏଠାରେ ଏକ କଳିଙ୍ଗ ଡାକୋଟା ବିମାନ ରାନୱେରୁ ତଳକୁ ଚାଲି ଯାଇ ଅଗ୍ନି ସଂଯୋଗ ହୋଇଯାଇଥିଲା । ତେବେ ଏଥିରେ କେହି ଆହତ ହେଇ ନ ଥିଲେ । ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହେଇ ଯାଇଥିଲା । .[୪]
ଆଧାର
ସମ୍ପାଦନା- ↑ "IAF plane with 13 lost in Arunachal, crash feared". The Indian Express. 10 June 2009. Retrieved 21 August 2014.
- ↑ "Govt considering setting up of 3 greenfield airports in NE". The Hindu Businessline. 13 August 2014. Retrieved 21 August 2014.
- ↑ "Greenfield Airport draft masterplan ready: Minister". The Times of India. 7 September 2012. Retrieved 21 August 2014.
- ↑ "ASN Aircraft accident Douglas C-47A-10-DK VT-CMD Along". Aviation-safety.net. Retrieved 9 February 2012.
ବାହାର ଲିଙ୍କ
ସମ୍ପାଦନା- Along Airport
- VEAN ପାଇଁ ବିମାନ ବନ୍ଦର ତଥ୍ୟ (ବିଶ୍ଵ ବିମାନ ତଥ୍ୟ)