ଆଲପେଲିସିବ

ଏହା ଏକ କେମୋଥେରାପି ଔଷଧ ଯାହାକି କେତେକ ପ୍ରକାରର ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଆଲପେଲିସିବ, ବିକ୍ରୟ ନାମ ପିକ୍ରାଇ, ହେଉଛି ଏକ କେମୋଥେରାପି ଔଷଧ ଯାହାକି କେତେକ ପ୍ରକାରର ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୫] ଏହା ଫଲଭେଷ୍ଟ୍ରାଣ୍ଟ ସହିତ ଏକତ୍ର ବ୍ୟବହୃତ ହୁଏ । [୫] ରୋଗ ଖରାପ ନହୋଇ ପ୍ରାୟ ୫ ମାସର ଜୀବନ ଅଧିକ ଦେଇଥାଏ । [୩] ଏହା ପାଟିରେ ଦିଆଯାଏ । [୫]

ଆଲପେଲିସିବ
Clinical data
Trade namesPiqray
SynonymsBYL719
AHFS/Drugs.commonograph
MedlinePlusa619036
data
Pregnancy
category
Routes of
administration
By mouth
Legal status
Legal status
Identifiers
  • (2S)-1-N-[4-Methyl-5-[2-(1,1,1-trifluoro-2-methylpropan-2-yl)pyridin-4-yl]-1,3-thiazol-2-yl]pyrrolidine-1,2-dicarboxamide
ECHA InfoCard100.233.704 Edit this at Wikidata
Chemical and physical data
FormulaC19H22F3N5O2S
Molar mass୪୪୧.୪୭ g·mol−1
3D model (JSmol)
  • CC1=C(SC(=N1)NC(=O)N2CCCC2C(=O)N)C3=CC(=NC=C3)C(C)(C)C(F)(F)F
  • InChI=1S/C19H22F3N5O2S/c1-10-14(11-6-7-24-13(9-11)18(2,3)19(20,21)22)30-16(25-10)26-17(29)27-8-4-5-12(27)15(23)28/h6-7,9,12H,4-5,8H2,1-3H3,(H2,23,28)(H,25,26,29)/t12-/m0/s1
  • Key:STUWGJZDJHPWGZ-LBPRGKRZSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା, ବୃକ୍‌କ ସମସ୍ୟା, ତରଳ ଝାଡ଼ା, ରାସ, ନିମ୍ନ ରକ୍ତ କଣିକା, ଯକୃତ ସମସ୍ୟା, ଅଗ୍ନାଶୟ ପ୍ରଦାହ, ବାନ୍ତି ଏବଂ କେଶହାନୀ ହୋଇପାରେ । [୬] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ୍, ଅନୁର୍ବରତା ଏବଂ ନିମୋନିଆ ହୋଇପାରେ । [୫] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୫] ଏହା ଏକ ଆଲଫା-ନିର୍ଦ୍ଦିଷ୍ଟ ପିଆଇକେ (PI3K) ପ୍ରତିବନ୍ଧକ । [୫]

୨୦୧୯ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [୩][୫] ଯୁକ୍ତରାଷ୍ଟ୍ରରେ ଏହି ଔଷଧର ଏକ ମାସ ଖର୍ଚ୍ଚର ମୂଲ୍ୟ ୧୭,୦୦୦ ଡଲାର । [୭]

ଆଧାର ସମ୍ପାଦନା

  1. ୧.୦ ୧.୧ "Piqray Australian prescription medicine decision summary". Therapeutic Goods Administration (TGA). 27 March 2020. Archived from the original on 27 August 2021. Retrieved 16 August 2020.
  2. "Alpelisib (Piqray) Use During Pregnancy". Drugs.com. 29 July 2019. Archived from the original on 3 December 2020. Retrieved 16 August 2020.
  3. ୩.୦ ୩.୧ ୩.୨ "Piqray EPAR". European Medicines Agency (EMA). 26 May 2020. Archived from the original on 14 August 2020. Retrieved 16 August 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  4. "Piqray- alpelisib tablet Piqray- alpelisib kit". DailyMed. 12 June 2020. Archived from the original on 28 October 2020. Retrieved 16 August 2020.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ "Alpelisib Monograph for Professionals". Drugs.com (in ଇଂରାଜୀ). Archived from the original on 4 November 2019. Retrieved 19 July 2021.
  6. "FDA approves first PI3K inhibitor for breast cancer" (Press release). 24 May 2019. Archived from the original on 25 November 2019. Retrieved 29 May 2019.
  7. "Piqray Prices, Coupons & Savings Tips - GoodRx". GoodRx. Archived from the original on 6 October 2021. Retrieved 19 July 2021.