ଆର୍ତ୍ତତ୍ରାଣ ସାହୁ
ଭାରତୀୟ ଓଡ଼ିଆ-ଭାଷୀ କବି ଓ ପ୍ରାବନ୍ଧିକ
ଆର୍ତ୍ତତ୍ରାଣ ସାହୁ (ଜନ୍ମ: ୬ ଫେବୃଆରୀ ୧୯୬୬) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି ଓ ପ୍ରାବନ୍ଧିକ । ସେ ବେଦ, ଉପନିଷଦ ଓ ଅନ୍ୟାନ୍ୟ ହିନ୍ଦୁ ପ୍ରାଚୀନ ପୌରାଣିକ ଗ୍ରନ୍ଥର ବିଷୟ କାବ୍ୟରୂପରେ ଓଡ଼ିଆରେ ଲେଖିଛନ୍ତି ।
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାଆର୍ତ୍ତତ୍ରାଣ ସାହୁ ୧୯୬୬ ଫେବୃଆରୀ ୬ରେ ପୁରୀ ଜିଲ୍ଲାର ରାୟଗୁରୁପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଉଦୟନାଥ ସାହୁ ଓ ମାତାଙ୍କ ନାମ ହାରାମଣି ସାହୁ । ୧୯୯୦ରେ ସେ ହିନ୍ଦୁ ଆଧ୍ୟାତ୍ମିକ କବିତା ରଚନା ଆରମ୍ଭ କରିଥିଲେ ।
ରଚନାବଳୀ
ସମ୍ପାଦନାସମ୍ମାନ ଓ ସମ୍ବର୍ଦ୍ଧନା
ସମ୍ପାଦନା- ଶ୍ରୀରାମଦୟା ପରିଷଦ, ନିରାକାରପୁର
- ଗୋକୁଳାନନ୍ଦ ସାହିତ୍ୟ ସଂସଦ, ରାମେଶ୍ୱର
- ଗ୍ଲୋବାଲ୍ ଆଇକନ୍ ପୁରସ୍କାର, ଥାଇଲାଣ୍ଡ ୨୦୨୪[୧]