ଆମ୍ରୋହା
ଆମ୍ରୋହା ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ଜ୍yଓତିବ ଫୁଲେ ନଗର ଜିଲ୍ଲାରେ ଅବସ୍ଥିତ ।
Amroha
अमरोहा امروہہ | |
---|---|
City | |
ଦେଶ | India |
ରାଜ୍ୟ | Uttar pradesh |
ଜିଲ୍ଲା | Amroha |
ଭାଷା | |
• ସରକାରୀ | Urdu, Hindi, English |
Time zone | UTC+5:30 (IST) |
PIN | 244221[୧] |
Telephone code | 05922 |
Website | www |
ଭୌଗଳିକ ଅବସ୍ଥିତି
ସମ୍ପାଦନାଆମ୍ରୋହା ୨୮.୯୦୩୧ ଉତ୍ତର ଅକ୍ଷାଂଶ ଓ ୭୮.୪୬୯୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆମ୍ରୋହା ସହରର ମୋଟ ଜନସଂଖ୍ୟା ୧୬୪୮୯୦ ଅଟେ ।[୩] ସେଥି ମଧ୍ୟରୁ ୫୨.୬୬% ଜଣ ପରୁଷ ହୋଇଥିବା ବେଳେ ୪୭.୩୪% ଜଣ ନାରୀ ଅଟନ୍ତି । ଆମ୍ରୋହାର ସାକ୍ଷରତା ହାର ୪୩.୬୯% ଅଟେ । ଏହା ଜାତୀୟ ହାରଠାରୁ ୨୧.୧୫% ପ୍ରତିଶତ କମ ଅଟେ । ସେଥିରୁ ୨୫.୬୬% ପ୍ରତିଶତ ପୁରୁଷ ଓ ୧୮.୦୨% ନାରୀ ଅଟନ୍ତି । ୧୫.୩୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାହିନ୍ଦୀ ଆମ୍ରୋହାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Amroha Pin code". citypincode.in. Retrieved 2014-03-21.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.