ଆମିଫାମ୍ପ୍ରିଡାଇନ

ଲାମବ-ଇଟନ୍ ମ୍ୟାସଥେନିକ ସିଣ୍ଡ୍ରୋମର (LEMS) ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।

ଆମିଫାମ୍ପ୍ରିଡାଇନ, ବିକ୍ରୟ ନାମ ଫିରଡାପ୍ସ ଏବଂ ରୁଜୁର୍ଗି, ହେଉଛି ଲାମବ-ଇଟନ୍ ମ୍ୟାସଥେନିକ ସିଣ୍ଡ୍ରୋମର (LEMS) ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୩] [୪] ଏହା ପାଟିରେ ଦିଆଯାଏ । [୫] ଏହା ଦୁଇ ପ୍ରକାର ମିଳେ, ଗୋଟିଏ ଶିଶୁମାନଙ୍କରେ ବ୍ୟବହାର ପାଇଁ ଏବଂ ଅନ୍ୟଟି ବୟସ୍କମାନଙ୍କ ପାଇଁ ନାମିତ । [୬]

ଆମିଫାମ୍ପ୍ରିଡାଇନ
Clinical data
Trade namesFirdapse, Ruzurgi, Zenas
SynonymsAmifampridine phosphate, pyridine-3,4-diamine, 3,4-diaminopyridine, 3,4-DAP
AHFS/Drugs.commonograph
monograph
data
Pregnancy
category
Routes of
administration
By mouth
Legal status
Legal status
Pharmacokinetic data
Bioavailability93–100%[୨]
MetabolismAcetylation to 3-N-acetyl­amifampridine
Elimination half-life2.5 hrs (amifampridine)
4 hrs (3-N-acetyl­amifampridine)
ExcretionKidney (19% unmetabolized, 74–81% 3-N-acetyl­amifampridine
Identifiers
  • Pyridine-3,4-diamine
ECHA InfoCard100.000.201 Edit this at Wikidata
Chemical and physical data
FormulaC5H7N3
Molar mass୧୦୯.୧୩ g·mol−1
3D model (JSmol)
Melting point218 to 220 °C (424 to 428 °F) decomposes
Solubility in water24 mg/mL (20 °C)
  • c1cncc(c1N)N
  • InChI=1S/C5H7N3/c6-4-1-2-8-3-5(4)7/h1-3H,7H2,(H2,6,8) checkY
  • Key:OYTKINVCDFNREN-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ, ପେଟ ଯନ୍ତ୍ରଣା, ତରଳ ଝାଡ଼ା ଏବଂ ଅଇ ଲାଗେ । [୪] ଦୀର୍ଘ ସମୟ ଧରି କ୍ୟୁଟି (QT) ଥିଲେ, ଅପସ୍ମାର କିମ୍ବା ଆଜମା ରୋଗୀଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ। [୪] ଗର୍ଭାବସ୍ଥାରେ ବ୍ୟବହାର କରିବାଦ୍ୱାରା ଶିଶୁର କ୍ଷତି ହୋଇଥାଏ । [୭] ଏହା ଏକ ପୋଟାସିୟମ୍ ଚ୍ୟାନେଲ୍ ବ୍ଲକର୍ ଯାହା ସ୍ନାୟୁ ଡିପୋଲାରାଇଜେସନ୍ ସମୟକୁ ଦୀର୍ଘ କରିଥାଏ । [୪]

୨୦୦୯ ମସିହାରେ ୟୁରୋପରେ ଏବଂ ୨୦୧୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ନିମନ୍ତେ ଅନୁମୋଦିତ ହୋଇଥିଲା । [୪] [୩] ଯୁକ୍ତରାଜ୍ୟରେ ୧୦ ମିଗ୍ରାର ୧୦୦ଟି ବଟିକାର ମୂଲ୍ୟ ୨୦୨୧ରେ ୧୮୦୦ ପାଉଣ୍ଡ ଥିଲା । [୫] ଯୁକ୍ତରାଷ୍ଟ୍ରରେ ଏହି ଓଷଧର ମୂଲ୍ୟ ପ୍ରାୟ ୨୦,୬୦୦ ଡଲାର । [୮]

ଆଧାର ସମ୍ପାଦନା

  1. ୧.୦ ୧.୧ "Ruzurgi". Therapeutic Goods Administration (TGA). 24 September 2021. Archived from the original on 30 September 2021. Retrieved 30 September 2021.
  2. "Firdapse Summary of Product Characteristics" (PDF). EMA. February 11, 2010. Archived (PDF) from the original on June 20, 2018. Retrieved September 30, 2021. See EMA Index page, product tab Archived 2018-09-20 at the Wayback Machine.
  3. ୩.୦ ୩.୧ "DailyMed - RUZURGI- amifampridine tablet". dailymed.nlm.nih.gov. Archived from the original on 30 September 2021. Retrieved 14 January 2022.
  4. ୪.୦ ୪.୧ ୪.୨ ୪.୩ ୪.୪ "Firdapse (previously Zenas)". Archived from the original on 14 November 2021. Retrieved 14 January 2022.
  5. ୫.୦ ୫.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1171. ISBN 978-0857114105.
  6. "Amifampridine Phosphate Monograph for Professionals". Drugs.com (in ଇଂରାଜୀ). Archived from the original on 9 December 2020. Retrieved 14 January 2022.
  7. "Amifampridine Use During Pregnancy". Drugs.com (in ଇଂରାଜୀ). Archived from the original on 23 November 2020. Retrieved 14 January 2022.
  8. "Firdapse Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 14 January 2022.