ଆମିନୋଲେଭୁଲିନିକ ଏସିଡ
δ- ଆମିନୋଲେଭୁଲିନିକ ଏସିଡ ( DALA, δ-ALA ), ଯାହା 5-ଆମିନୋଲେଭୁଲିନିକ୍ ଏସିଡ୍ ( 5ALA ) ଭାବରେ ମଧ୍ୟ ଜଣାଶୁଣା, ଗ୍ଲାୟୋମା ପାଇଁ ଅସ୍ତ୍ରୋପଚାର ସମୟରେ କର୍କଟ ତନ୍ତୁକୁ ଦୃଷ୍ଟିଗୋଚର କରିବାରେ ସାହାଯ୍ୟ କରେ । [୧] ଏହା ଆକ୍ଟିନିକ୍ କେରାଟୋଜ୍ ଏବଂ ବେସାଲ୍ ସେଲ୍ କର୍କଟ ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହୃତ ହୁଏ । [୨] ଏହା ପାଟିରେ ଦିଆଯାଏ କିମ୍ବା ଚର୍ମରେ ପ୍ରୟୋଗ କରାଯାଏ । [୧] [୨]
Clinical data | |
---|---|
Trade names | Levulan, NatuALA, Ameluz, others |
Synonyms | 5-aminolevulinic acid hydrochloride (5ALA0 |
AHFS/Drugs.com | monograph |
MedlinePlus | a607062 |
data |
|
Pregnancy category |
|
Routes of administration | Topical, By mouth |
Legal status | |
Legal status |
|
Identifiers | |
| |
ECHA InfoCard | 100.003.105 |
Chemical and physical data | |
Formula | C5H9NO3 |
Molar mass | ୧୩୧.୧୩ g·mol−1 |
3D model (JSmol) | |
Melting point | 118 °C (244 °F) |
| |
| |
(verify) |
ପାଟିଦ୍ୱାରା ନିଆଯାଉଥିବା ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଜ୍ୱର, ନିମ୍ନ ରକ୍ତଚାପ, ଯକୃତ ସମସ୍ୟା ଏବଂ ତରଳ ଝାଡ଼ା ହୋଇପାରେ ।[୧] ଚର୍ମରେ ପ୍ରୟୋଗ କରାଯାଉଥିବା ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ଚମ, ଚମ ଜ୍ୱାଳା, କୁଣ୍ଡେଇ ହେବା ଏବଂ ଚର୍ମର ଚୋପା ଛାଡ଼ିବା ହୋଇପାରେ । [୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୩] ଚର୍ମରେ ପ୍ରୟୋଗ କରାଯିବାବେଳେ, ଏହା ଆଲୋକକୁ ସମ୍ବେଦନଶୀଳ କରି କାର୍ଯ୍ୟ କରିଥାଏ, ଯେପରି ଏହା ଉନ୍ମୋଚିତ ହେଲେ ଏହା କୋଷ ମୃତ୍ୟୁରେ ପରିଣତ ହୁଏ । [୨]
୧୯୯୯ ମସିହାରେ ଆମେରିକାରେ ଏବଂ୨୦୧୧ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆମିନୋଲେଭୁଲିନିକ୍ ଏସିଡ୍ ଅନୁମୋଦିତ ହୋଇଥିଲା। [୨] [୧] ଯୁକ୍ତରାଷ୍ଟ୍ରରେ ୨ ଗ୍ରାମ ଜେଲର ମୂଲ୍ୟ ୩୪ ଡଲାର । [୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "DailyMed - GLEOLAN- aminolevulinic acid hydrochloride powder, for solution". dailymed.nlm.nih.gov. Archived from the original on 24 March 2021. Retrieved 14 January 2022.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Ameluz". Archived from the original on 20 November 2021. Retrieved 14 January 2022.
- ↑ "Aminolevulinic acid topical Use During Pregnancy". Drugs.com (in ଇଂରାଜୀ). Archived from the original on 26 January 2021. Retrieved 14 January 2022.
- ↑ "Ameluz Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 23 April 2021. Retrieved 14 January 2022.