ଆଭେଲୁମାବ

ଏହା ମର୍କେଲ ସେଲ୍ କର୍କଟ, ୟୁରୋଥେଲିଆଲ୍ କର୍କଟ ଏବଂ ବୃକ୍‌କୀୟ ଜୀବକୋଷ କର୍କଟ ଇତ୍ୟାଦି ରୋଗମାନଙ୍କର ଚିକିତ୍ସ

ଆଭେଲୁମାବ, ବିକ୍ରୟ ନାମ ବ୍ରାଭେନସିଓ, ଔଷଧ, ଯାହା ମର୍କେଲ ସେଲ୍ କର୍କଟ, ୟୁରୋଥେଲିଆଲ୍ କର୍କଟ ଏବଂ ବୃକ୍‌କୀୟ ଜୀବକୋଷ କର୍କଟ ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ଏହା କାମ କରୁଥିବା ପର୍ଯ୍ୟନ୍ତ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ଅତ୍ୟଧିକ ଭୟଙ୍କର ନ ହେଉଥିବା ପର୍ଯ୍ୟନ୍ତ ଦିଆଯାଏ । [୩] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୨]

ଆଭେଲୁମାବ
Monoclonal antibody
TypeWhole antibody
SourceHuman
TargetPD-L1
Clinical data
Trade namesBavencio
SynonymsMSB0010718C
AHFS/Drugs.commonograph
MedlinePlusa617006
data
Pregnancy
category
Routes of
administration
Intravenous infusion
Legal status
Legal status
Pharmacokinetic data
MetabolismProteolysis
Elimination half-life6.1 days
Chemical and physical data
FormulaC6374H9898N1694O2010S44
Molar mass୧,୪୩,୮୩୧.୭୯ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ବାନ୍ତି, ତରଳ ଝାଡ଼ା, ଇନଫ୍ୟୁଜନ୍ ପ୍ରତିକ୍ରିୟା ଏବଂ ଓଜନ ହ୍ରାସ ହୋଇପାରେ । [୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ ଏବଂ କୋଲାଇଟିସ୍ ଭଳି ଇମ୍ମ୍ୟୁନ ମେଡିଏଟେଡ ରୋଗ ତ‌ଥା ନିମ୍ନ ଲୋହିତ ରକ୍ତ କଣିକାଅଣନିଶ୍ୱାସ ହୋଇପାରେ । [୨] [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ରୋଟିନ୍ ପ୍ରୋଗ୍ରାମ ହୋଇଥିବା ଡେଥ୍-ଲିଗାଣ୍ଡ୍ ୧ ((PD-L1) ସହିତ ସଂଲଗ୍ନ ହୋଇ ରୋଗ ପ୍ରତିରୋଧକ ଶକ୍ତିଦ୍ୱାରା କର୍କଟ କୋଷକୁ ମାରିବାକୁ ଦେଇଥାଏ। [୩]

୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆଭେଲୁମାବକୁ ଅନୁମୋଦନ କରାଯାଇଥିଲା । [୨] [୩] ଯୁକ୍ତରାଷ୍ଟ୍ରରେ ଏହାର ଚାରି ସପ୍ତାହର ଚିକିତ୍ସା ଖର୍ଚ୍ଚ ପ୍ରାୟ ୧୪,୩୦୦ ଡଲାର ଅଟେ । [୪]

ଆଧାର ସମ୍ପାଦନା

  1. ୧.୦ ୧.୧ "Avelumab (Bavencio) Use During Pregnancy". Drugs.com. 29 May 2019. Archived from the original on 27 September 2020. Retrieved 2 August 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Bavencio- avelumab injection, solution, concentrate". DailyMed. 2 July 2020. Archived from the original on 3 August 2020. Retrieved 2 August 2020.
  3. ୩.୦ ୩.୧ ୩.୨ ୩.୩ ୩.୪ "Bavencio". Archived from the original on 25 May 2021. Retrieved 16 January 2022.
  4. "Bavencio Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 23 April 2021. Retrieved 16 January 2022.