ଆବେମାସିକ୍ଲିବ

ସ୍ତନ କର୍କଟ ରୋଗ ଚିକିତ୍ସାରେ ଦିଆଯାଏ ।

ଆବେମାସିକ୍ଲିବ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଭର୍ଜେନିଓ, ଏକ ଔଷଧ ଯାହା ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ଅଗ୍ରଣୀ ରୋଗଗୁଡ଼ିକ ପାଇଁ ବ୍ୟବହୃତ ହୁଏ ଯାହା ଏଚ ଆର (HR) ପଜିଟିଭ୍ କିନ୍ତୁ ଏଚ ଇ ଆର୨ (HER2) ପାଇଁ ଦିଆଯାଏ । [୨] ଏହା ପାଟିରେ ଦିଆଯାଏ । [୩]

ଆବେମାସିକ୍ଲିବ
Clinical data
Pronunciation/ʌˌbɛməˈsklɪb/
u-BEM-ə-SY-klib
Trade namesVerzenio, Verzenios, Ramiven, Zenlistik, others
SynonymsLY2835219
AHFS/Drugs.commonograph
data
Routes of
administration
By mouth (tablets)
Legal status
Legal status
Pharmacokinetic data
Bioavailability45%
Protein binding96.3%
Elimination half-life18.3 hrs
Excretion81% via feces, 3% via urine
Identifiers
  • N-[5-[(4-Ethyl-1-piperazinyl)methyl]-2-pyridinyl]-5-fluoro-4-[4-fluoro-2-methyl-1-(1-methylethyl)-1H-benzimidazol-6-yl]-2-pyrimidinamine
ECHA InfoCard100.233.787 Edit this at Wikidata
Chemical and physical data
FormulaC27H32F2N8
Molar mass୫୦୬.୬୧ g·mol−1
3D model (JSmol)
  • CCN1CCN(CC1)Cc2ccc(nc2)Nc3ncc(c(n3)c4cc5c(c(c4)F)nc(n5C(C)C)C)F
  • InChI=1S/C27H32F2N8/c1-5-35-8-10-36(11-9-35)16-19-6-7-24(30-14-19)33-27-31-15-22(29)25(34-27)20-12-21(28)26-23(13-20)37(17(2)3)18(4)32-26/h6-7,12-15,17H,5,8-11,16H2,1-4H3,(H,30,31,33,34)
  • Key:UZWDCWONPYILKI-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ବାନ୍ତି, ସଂକ୍ରମଣ, ଥକାପଣ, କେଶ ଝଡ଼ିବା ଏବଂ କମ୍ ପ୍ଲାଲେଟ୍ ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, ଯକୃତ ସମସ୍ୟା ଏବଂ ରକ୍ତ ଜମାଟ ବାନ୍ଧିପାରେ । [୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ । [୫] ଏହା ଏକ ସିଡିକେ୪ (CDK4) ଇନହିବିଟର ଏବଂ ସିଡିକେ୪ ଓ ସିଡିକେ୬ (CDK6)ର କାର୍ଯ୍ୟକଳାପକୁ ଅବରୋଧ କରିଥାଏ । [୧]

୨୦୧୭ରେ ଆମେରିକାରେ ଏବଂ ୨୦୧୮ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆବେମାସିକ୍ଲିବ ଅନୁମୋଦିତ ହୋଇଥିଲା। [୧][୪] ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ମୂଲ୍ୟ ୨୦୨୧ରେ ୨୯୫୦ ପାଉଣ୍ଡ ଥିଲା । [୩] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୧୩,୭୦୦ ଡଲାର ଥିଲା । [୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Verzenios". Archived from the original on 3 June 2021. Retrieved 13 January 2022.
  2. "Verzenios". Archived from the original on 3 June 2021. Retrieved 13 January 2022.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1010. ISBN 978-0857114105.
  4. ୪.୦ ୪.୧ "DailyMed - VERZENIO- abemaciclib tablet". dailymed.nlm.nih.gov. Archived from the original on 13 May 2021. Retrieved 13 January 2022.
  5. ୫.୦ ୫.୧ "DailyMed - VERZENIO- abemaciclib tablet". dailymed.nlm.nih.gov. Archived from the original on 13 May 2021. Retrieved 13 January 2022.
  6. "Verzenio Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 13 January 2022.