ଆବାଲୋପାରାଟାଇଡ
ଆବାଲୋପାରାଟାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଟାଇମଲୋସ୍, ଏକ ଔଷଧ ଯାହା ଋଉତୁବନ୍ଦ ପରବର୍ତ୍ତୀ ଓଷ୍ଟିଓପୋରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅଧିକ ସଙ୍କଟରେ ଥିବା ରୋଗୀର ହାଡ଼ ଭଙ୍ଗା ଆଶଙ୍କା ଏହି ଔଷଧ ୫.୯%ରୁ ୩.୩%କୁ ହ୍ରାସ କରିପାରେ । [୨] ଏହାକୁ ଦୁଇ ବର୍ଷରୁ ଅଧିକ ସମୟ ଧରି ବ୍ୟବହାର କରିବା ଉଚିତ୍ ନୁହେଁ । [୩] ଏହା ଚର୍ମ ତଳେ ଏକ ଇଞ୍ଜେକ୍ସନ୍ ଭାବରେ ବ୍ୟବହୃତ ହୁଏ । [୩]
Clinical data | |
---|---|
Trade names | Tymlos, Eladynos |
Synonyms | BA058, BIM-44058 |
AHFS/Drugs.com | monograph |
MedlinePlus | a617038 |
Routes of administration | Subcutaneous injection |
Legal status | |
Legal status |
|
Identifiers | |
| |
Chemical and physical data | |
Formula | C174H299N56O49 |
Molar mass | ୩,୯୫୯.୬୫ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦୃତ ହୃତ୍ପିଣ୍ଡ ଗତି, ମୁଣ୍ଡ ହାଲୁକା ଲାଗିବା, ବାନ୍ତି, ମୁଣ୍ଡବିନ୍ଧା, ଥକାପଣ ଏବଂ ଉପର ପେଟ ଯନ୍ତ୍ରଣା ହୋଇପାରେ । [୧] [୨] ଅନ୍ୟାନ୍ୟ ସମ୍ଭାବ୍ୟ ସଙ୍କଟ ମଧ୍ୟରେ ଅଷ୍ଟିଓସାର୍କୋମା, ଉଚ୍ଚ ରକ୍ତ କ୍ୟାଲସିୟମ୍, ଠିଆ ହେବା ସହିତ ନିମ୍ନ ରକ୍ତଚାପ ଏବଂ ଇଞ୍ଜେକ୍ସନ୍ ସ୍ଥାନରେ ଯନ୍ତ୍ରଣା ହେବାର ଆଶଙ୍କା ରହିଛି । [୩] [୪] ଏହା ଏକଏଡ ହରମୋନ ସମ୍ବନ୍ଧୀୟ ପୁଷ୍ଟିସାର ଆନାଲଗ (PTHrP) ଯାହା ହାଡ଼ର ବୃଦ୍ଧିକୁ ପ୍ରୋତ୍ସାହିତ କରି କାର୍ଯ୍ୟକ୍ଷମ ହୁଏ ।[୩]
୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆବାଲୋପାରାଟାଇଡ୍ ଅନୁମୋଦିତ ହୋଇଥିଲା। [୧] ୟୁରୋପରେ ଏହାର ମାନ ନିରୁପଣ ସଠିକ ନ ଥିବା ଯୋଗୁ ଅନୁମୋଦନ କରାଯାଇନଥିଲା ।[୫] ୨୦୧୮ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୧୮୦୦ ଡଲାର୍ ଥିଲା । [୨] ୨୦୧୯ ସୁଦ୍ଧା ଏହାର ପ୍ରଭାବ କମ୍ ଦାମୀ ବାଇଫସଫୋନେଟ ସହିତ କିପରି ତୁଳନା କରାଯାଏ ତାହା ଅସ୍ପଷ୍ଟ । [୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Abaloparatide Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 17 July 2021.
- ↑ ୨.୦ ୨.୧ ୨.୨ Benjamin F. Simmons, I. I. I.; Caprio, Anthony J. (15 February 2019). "Abaloparatide (Tymlos) for Osteoporosis". American Family Physician. 99 (4): 260–261. ISSN 0002-838X. Archived from the original on 20 January 2021. Retrieved 17 July 2021.
- ↑ ୩.୦ ୩.୧ ୩.୨ ୩.୩ "Abaloparatide Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 17 July 2021.
- ↑ ୪.୦ ୪.୧ Benjamin F. Simmons, I. I. I.; Caprio, Anthony J. (15 February 2019). "Abaloparatide (Tymlos) for Osteoporosis". American Family Physician. 99 (4): 260–261. ISSN 0002-838X. Archived from the original on 20 January 2021. Retrieved 17 July 2021.
- ↑ "Eladynos". Archived from the original on 3 March 2021. Retrieved 17 July 2021.