ଆପୋମର୍ଫିନ

ଏହା ପାର୍କିନ୍‌ସନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।

ଆପୋମର୍ଫିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆପୋକିନ, ହେଉଛି ପାର୍କିନ୍‌ସନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୩] ନିର୍ଦ୍ଦିଷ୍ଟ ଭାବରେ ଏହା "ଅଫ୍" ଏପିସୋଡ୍ ପାଇଁ ବ୍ୟବହୃତ ହୁଏ ଯାହା ଉନ୍ନତ ଅତ୍ୟଧିକ ଆଗେଇ ଯାଇଥିବା ରୋଗରେ ଦେଖାଯାଇପାରେ । [୩] ଏହା ଅତ୍ୟଧିକ ମାତ୍ରା ଔଷଧ ଗ୍ରହଣ କରିଥିବା ଲୋକର ବାନ୍ତି ଆଣିବା ପାଇଁ ବ୍ୟବହୃତ ହୋଇଥିଲା । [୩] ଚର୍ମ ତଳେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । [୩] [୧] ଔଷଧ ଦେବାର ୨୦ ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇଥାଏ ଏବଂ ଏହା ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । [୩]

ଆପୋମର୍ଫିନ
Clinical data
Pronunciationa" poe mor' feen[୨]
Trade namesApokyn, Kynmobi, others
SynonymsApomorphine hydrochloride[୧]
AHFS/Drugs.commonograph
MedlinePlusa604020
data
Pregnancy
category
  • AU: B3
  • US: N (Not classified yet)
Routes of
administration
Subcutaneous injection (SQ), sublingual
Legal status
Legal status
Pharmacokinetic data
Bioavailability100% following injection
Protein binding~50%
MetabolismLiver, phase II
Onset of action10–20 min[୩]
Elimination half-life40 minutes
Duration of action60 min[୩]
ExcretionLiver
Identifiers
  • (6aR)-6-methyl-5,6,6a,7-tetrahydro-4H-dibenzo[de,g]quinoline-10,11-diol
ECHA InfoCard100.000.327 Edit this at Wikidata
Chemical and physical data
FormulaC17H17NO2
Molar mass୨୬୭.୩୩ g·mol−1
3D model (JSmol)
  • OC1=C(O)C(C2=CC=CC3=C2[C@@H](C4)N(C)CC3)=C4C=C1
  • InChI=1S/C17H17NO2/c1-18-8-7-10-3-2-4-12-15(10)13(18)9-11-5-6-14(19)17(20)16(11)12/h2-6,13,19-20H,7-9H2,1H3/t13-/m1/s1 checkY
  • Key:VMWNQDUVQKEIOC-CYBMUJFWSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ଲାଗେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଉଦ୍‌ବେଗ, ଦ୍ୱନ୍ଦ୍ୱ, ମୁଣ୍ଡ ବୁଲାଇବା, ସାଇକୋସିସ୍, ଜୀବନ୍ତ ସ୍ୱପ୍ନ, QT ବିସ୍ତାର ଏବଂ ଶୋଇବାରେ ଅସୁବିଧା ଆଦି ହୋଇପାରେ ।[୨] [୪] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୪] ଏହା ଓଣ୍ଡାନସେଟ୍ରନ୍ ପରି ୫ଏଚଟି<sub id="mwMQ">୩</sub> (5HT <sub id="mwMQ">3</sub>) ସହିତ ବ୍ୟବହାର କରାଯିବା ଉଚିତ୍ ନୁହେଁ । [୪] ଏହା ଏକ ଡୋପାମାଇନ୍ ଆଗୋନିଷ୍ଟ ଯାହା ମସ୍ତିଷ୍କରେ ଡି୨, ଡି୩, ଏବଂ ଡି୫ ରିସେପ୍ଟରଗୁଡ଼ିକୁ ସକ୍ରିୟ କରିଥାଏ[୨]

୨୦୦୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆପୋମର୍ଫିନ ଅନୁମୋଦିତ ହୋଇଥିଲା; କିନ୍ତୁ ଏହା ପୂର୍ବରୁ ୟୁରୋପରେ ବ୍ୟବହୃତ ହେଉଥିଲା । [୨] ଯୁକ୍ତରାଜ୍ୟରେ ୩୦ ମିଗ୍ରାର ୫ ୟୁନିଟ‌ର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £ ୧୨୫ ଅଟେ। [୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬,୫୦୦ ଡଲାର ଅଟେ। [୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ BNF 81: March-September 2021. BMJ Group and the Pharmaceutical Press. 2021. p. 439. ISBN 978-0857114105.
  2. ୨.୦ ୨.୧ ୨.୨ ୨.୩ ୨.୪ "Apomorphine". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Retrieved 14 January 2022.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Apomorphine Monograph for Professionals". Drugs.com (in ଇଂରାଜୀ). Archived from the original on 20 April 2021. Retrieved 14 January 2022.
  4. ୪.୦ ୪.୧ ୪.୨ "DailyMed - APOKYN- apomorphine hydrochloride injection". dailymed.nlm.nih.gov. Archived from the original on 17 May 2021. Retrieved 15 January 2022.
  5. "Apokyn Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 15 January 2022.