ଆପାଲୁଟାମାଇଡ

ଏହା ପ୍ରୋଷ୍ଟେଟ୍ କର୍କଟ୍ଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।

ଆପାଲୁଟାମାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଏର୍ଲେଡା ହେଉଛି ପ୍ରୋଷ୍ଟେଟ୍ କର୍କଟ୍ଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୨] ନିର୍ଦ୍ଦିଷ୍ଟ ଭାବରେ ଏହା ମେଟାଷ୍ଟାଟିକ୍ କାଷ୍ଟ୍ରେସନ୍-ସମ୍ବେଦନଶୀଳ ପ୍ରୋଷ୍ଟେଟ୍ କର୍କଟ ଏବଂ ଅଣ-ମେଟାଷ୍ଟାଟିକ୍ କାଷ୍ଟ୍ରେସନ୍-ପ୍ରତିରୋଧକ ପ୍ରୋଷ୍ଟେଟ୍ କର୍କଟ (NM-CRPC)ରେ ବ୍ୟବହୃତ ହୁଏ । [୨] ଏହା ପାଟିରେ ଦିଆଯାଏ । [୨]

ଆପାଲୁଟାମାଇଡ
Clinical data
Trade namesErleada, others
SynonymsARN-509; JNJ-56021927; JNJ-927; A52
AHFS/Drugs.commonograph
MedlinePlusa618018
data
Pregnancy
category
Routes of
administration
By mouth[୨]
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only [୨]
  • EU: Rx-only [୩]
  • ℞ (Prescription only)
Pharmacokinetic data
Bioavailability100%[୨]
Protein bindingApalutamide: 96%[୨]
NDMA: 95%[୨]
MetabolismLiver (CYP2C8, CYP3A4)[୨]
MetabolitesNDMA[୨]
Elimination half-lifeApalutamide: 3–4 days (at steady-state)[୪][୨]
ExcretionUrine: 65%[୨]
Feces: 24%[୨]
Identifiers
  • 4-[7-[6-cyano-5-(trifluoromethyl)pyridin-3-yl]-8-oxo-6-sulfanylidene-5,7-diazaspiro[3.4]octan-5-yl]-2-fluoro-N-methylbenzamide
ECHA InfoCard100.235.115 Edit this at Wikidata
Chemical and physical data
FormulaC21H15F4N5O2S
Molar mass୪୭୭.୪୪ g·mol−1
3D model (JSmol)
  • CNC(=O)C1=C(C=C(C=C1)N2C(=S)N(C(=O)C23CCC3)C4=CN=C(C(=C4)C(F)(F)F)C#N)F
  • InChI=1S/C21H15F4N5O2S/c1-27-17(31)13-4-3-11(8-15(13)22)30-19(33)29(18(32)20(30)5-2-6-20)12-7-14(21(23,24)25)16(9-26)28-10-12/h3-4,7-8,10H,2,5-6H2,1H3,(H,27,31)
  • Key:HJBWBFZLDZWPHF-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ଗଣ୍ଠି ଯନ୍ତ୍ରଣା, ରାସ, ଦୁର୍ଗଟଣା ପତନ, ଉଚ୍ଚ ରକ୍ତଚାପ, ଗରମ ଫ୍ଲାସ୍ (hot flashes), ତରଳ ଝାଡ଼ା ଏବଂ ହାଡ ଭଙ୍ଗା ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଷ୍ଟ୍ରୋକ ଏବଂ ବାତ ହୋଇପାରେ । [୨] ଗର୍ଭବତୀ ମହିଳାଙ୍କର ସ୍ୱାମୀମାନଙ୍କର ଓଷଧ ବ୍ୟବହାର ଯୋଗୁ ଶିଶୁର କ୍ଷତି ହୋଇପାରେ । [୨] ଏହା ଏକ ନନ୍ ଷ୍ଟେରଏଡାଲ୍ ଆଣ୍ଟିଆଣ୍ଡ୍ରୋଜେନ୍ (NSAA) ଏବଂ ଟେଷ୍ଟୋଷ୍ଟେରନ୍ ସହିତ ଆଣ୍ଡ୍ରୋଜେନମାନଙ୍କୁ ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ । [୩] [୫] ଯେହେତୁ ପ୍ରୋଷ୍ଟେଟ କର୍କଟ ଆଣ୍ଡ୍ରୋଜେନ ଆବଶ୍ୟକ କରେ, ସେମାନଙ୍କୁ ଅବରୋଧ କରିବା ଏହାର ଅଭିବୃଦ୍ଧିକୁ ମନ୍ଥର କରିଥାଏ । [୩]

୨୦୦୭ ମସିହାରେ ଆପାଲୁଟାମାଇଡ୍ ବର୍ଣ୍ଣନା କରାଯାଇଥିଲା । [୬] ଏହା ୨୦୧୮ରେ ଯୁକ୍ତରାଷ୍ଟ୍ର ଏବଂ ୨୦୧୯ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [୨] [୭] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଔଷଧର ମୂଲ୍ୟ ପ୍ରାୟ ୨୭୦୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୨,୫୦୦ । [୮]

ଆଧାର ସମ୍ପାଦନା

  1. ୧.୦ ୧.୧ "Apalutamide (Erleada) Use During Pregnancy". Drugs.com. 20 July 2020. Archived from the original on 29 November 2020. Retrieved 28 September 2020.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ "Erleada- apalutamide tablet, film coated". DailyMed. 27 October 2020. Archived from the original on 9 November 2020. Retrieved 8 November 2020.
  3. ୩.୦ ୩.୧ ୩.୨ ୩.୩ "Erleada". Archived from the original on 28 December 2020. Retrieved 14 January 2022.
  4. Rathkopf DE, Morris MJ, Fox JJ, Danila DC, Slovin SF, Hager JH, et al. (October 2013). "Phase I study of ARN-509, a novel antiandrogen, in the treatment of castration-resistant prostate cancer". Journal of Clinical Oncology. 31 (28): 3525–30. doi:10.1200/JCO.2013.50.1684. PMC 3782148. PMID 24002508.
  5. "Apalutamide Monograph for Professionals". Drugs.com (in ଇଂରାଜୀ). Retrieved 14 January 2022.
  6. "Espacenet - Original document". Archived from the original on 4 November 2021. Retrieved 25 August 2021.
  7. BNF 81: March-September 2021. BMJ Group and the Pharmaceutical Press. 2021. p. 990. ISBN 978-0857114105.
  8. "Erleada Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 January 2021. Retrieved 14 January 2022.