ଆନ୍ତର୍ଜାତିକ ନୃତ୍ୟ ଦିବସ
ବିଶ୍ୱ ଦିବସ
ଆନ୍ତର୍ଜାତିକ ନୃତ୍ୟ ଦିବସ ପ୍ରତିବର୍ଷ ଅପ୍ରେଲ ମାସ ୨୯ ତାରିଖ ଦିନ ପାଳନ କରାଯାଏ ।[୧] ୟୁନେସ୍କୋର ଅଂଶୀଦାର ଅନୁଷ୍ଠାନ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନ(ଆଇଟିଆଇ)ର ନୃତ୍ୟ ସମିତିଦ୍ୱାରା ଏହି ଦିବସ ୧୯୮୨ ମସିହାରୁ ପାଳିତ ହେଉଛି । ଆଧୁନିକ ବାଲେଟ ନୃତ୍ୟର ଜନକ ଜିନ ଜର୍ଜେସ ନଭେରଙ୍କ ଜନ୍ମଦିବସ ଅପ୍ରେଲ ୨୯ତାରିଖ ଦିନ ଏହି ଦିବସ ପାଳନ କରାଯାଏ ।[୨]
ଆନ୍ତର୍ଜାତିକ ନୃତ୍ୟ ଦିବସ | |
---|---|
ପାଳନକାରୀ | ୟୁନେସ୍କୋ |
ତାରିଖ | ୨୯ ଅପ୍ରେଲ |
ପୁନଃପୌନିକତା | ବାର୍ଷିକ |
ବିଶେଷତ୍ୱ
ସମ୍ପାଦନା୧୯୮୨ ମସିହାରୁ ପ୍ରତିବର୍ଷ ଆଇଟିଆଇ, ନୃତ୍ୟ କ୍ଷେତ୍ରରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ଏହି ଦିବସ ବାବଦରେ ଏକ ବାର୍ତ୍ତା ଲେଖିବାକୁ ଅନୁରୋଧ କରେ । ବିଶ୍ୱର କୌଣସି ଏକ ସହରରେ ଆଇଟିଆଇଦ୍ୱାରା ବିଭିନ୍ନ ପ୍ରକାରର ନୃତ୍ୟ ପ୍ରଦର୍ଶନ, ସମ୍ପାନ ଆଦି ଆୟୋଜନ କରାଯାଏ ।[୩]
ଆଧାର
ସମ୍ପାଦନା- ↑ Bureau, Sambad (29 April 2023). "ଆନ୍ତର୍ଜାତିକ ନୃତ୍ୟ ଦିବସ ଆଜି". Sambad. Retrieved 29 April 2024.
- ↑ "Dance Day 2015 - Message by Mr Pérez de Armiñán, UNESCO's Assistant Director-General for Culture" (PDF).
- ↑ "Dance Day".
ବାହାର ଆଧାର
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ଆନ୍ତର୍ଜାତିକ ନୃତ୍ୟ ଦିବସ ବାବଦରେ କମନ୍ସ କାଟାଗୋରୀ
ବାବଦରେ ମାଧ୍ୟମ ରହିଛି ।