ଆନୋମୋଏପସ୍
ଆନୋମୋଏପସ୍ (English: Anomoepus) ନାମକ ଜୀବାଶ୍ମ ପାଦଚିହ୍ନ ଆମେରିକାର ମାସାଚୁସେଟ୍ସ ରାଜ୍ୟର କନେକ୍ଟିକଟ ନଦୀ ଉପତ୍ୟକାରୁ ୧୮୦୨ରେ ମିଳିଥିଲା | ଭୂସ୍ତର ଗଭୀରତା ଅନୁସାରେ ଏହା ପ୍ରାରମ୍ଭିକ ଜୁରାସିକ ଯୁଗର |
ଆନୋମୋଏପସ୍ | |
---|---|
ମୋଏନିରେ ଆନୋମୋଏପସ୍ (ପ୍ରଥମ) ଓ ଗ୍ରାଲ୍ଲାଟର୍ (ଡାହାଣ)ର ପାଦଚିହ୍ନ | |
Trace fossil classification | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ଡାଇନୋସରିଆ |
Order: | †Ornithischia |
Ichnofamily: | †Anomoepodidae |
Ichnogenus: | †Anomoepus Hitchcock, 1848 |
Type ichnospecies | |
A. scambus Hitchcock, 1848
| |
Ichnospecies | |
26, see text | |
Synonyms | |
|
ଜୀବଟିର ସମସ୍ତ ଚାରିଗୋଟି ପାଦର ଚିହ୍ନ ସୁରକ୍ଷିତ ଅଛି | ଆଗ ଗୋଡ ଦୁଇଟି ଛୋଟ ଓ ପାଞ୍ଚୋଟି ଆଙ୍ଗୁଳି ବିଶିଷ୍ଟ ଏବଂ ପଛ ଗୋଡ ଦୁଇଟି ବଡ଼ ଓ ତିନି ଆଙ୍ଗୁଠି ବିଶିଷ୍ଟ | ଜୀବଟି ବସିଥିବା ସମୟର ଗୋଟିଏ ଚିହ୍ନ ମଧ୍ୟ ମିଳିଛି | ଏହି ଚିହ୍ନଗୁଡିକ ପ୍ଲାଇନି ମୁଡି ନାମକ ଯୁବକଙ୍କଦ୍ୱାରା ଆବିଷ୍କୃତ ହୋଇଥିଲା |
ପାଦଚିହ୍ନରେ ଥିବା ଆଙ୍ଗୁଳି ସଂଖ୍ୟା ଓ ପଛଗୋଡରେ ନଖ ନଥିବାରୁ ଏହା ଏକ ଅର୍ନିଥିସିୟ (ornithischian) ଡାଇନୋସର ବୋଲି ଧାରଣା କରାଯାଏ | ଏପରି ଆଉ ଚିହ୍ନ ପଶ୍ଚିମ ଅଷ୍ଟ୍ରେଲିଆରୁ ମଧ୍ୟ ମିଳିଛି |
ବିଶେଷ ଦ୍ରଷ୍ଟବ୍ୟ ଯେ ଆନୋମୋଏପସ୍ ହେଉଛି ଏହି ପାଦଚିହ୍ନ ଗୁଡିକର ନାମ, ଡାଇନୋସରଟିର ନୁହଁ (ଯାହାର ପରିଚିତି ଏଯାଏଁ ଅଜଣା) |
ପ୍ରଜାତି ଗୁଡ଼ିକର ନାମ
ସମ୍ପାଦନା- A. scambus (ହିଚକକ, ୧୮୪୮)
- A. ranivorus (ଏଲେନବର୍ଗର, ୧୯୭୦)
- A. vermivorous (ଏଲେନବର୍ଗର, ୧୯୭୦)
- A. minimus (ଏଲେନବର୍ଗର, ୧୯୭୦)
- A. minor (ଏଲେନବର୍ଗର, ୧୯୭୦)
- A. palmipes (ଏଲେନବର୍ଗର, ୧୯୭୦)
- A. natator (ଏଲେନବର୍ଗର, ୧୯୭୦)
- A. aviforma (ଏଲେନବର୍ଗର, ୧୯୭୦)
- A. galliforma (ଏଲେନବର୍ଗର, ୧୯୭୦)
- A. superaviforma (ଏଲେନବର୍ଗର, ୧୯୭୦)
- A. phalassianiforma (ଏଲେନବର୍ଗର, ୧୯୭୦)
- A. levis (ଏଲେନବର୍ଗର, ୧୯୭୦)
- A. popompoi (ଏଲେନବର୍ଗର, ୧୯୭୦)
- A. supervipes (ଏଲେନବର୍ଗର, ୧୯୭୦)
- A. fringilla (ଏଲେନବର୍ଗର, ୧୯୭୪)
- A. turda (ଏଲେନବର୍ଗର, ୧୯୭୪)
- A. minutus (ଏଲେନବର୍ଗର, ୧୯୭୪)
- A. perdiciforma (ଏଲେନବର୍ଗର, ୧୯୭୪)
- A. natatilis (ଏଲେନବର୍ଗର, ୧୯୭୪)
- A. levicauda (ଏଲେନବର୍ଗର, ୧୯୭୪)
- A. dodai (ଏଲେନବର୍ଗର, ୧୯୭୪)
- A. longicauda (ଏଲେନବର୍ଗର, ୧୯୭୪)
- A. moghrebensis (ବିରନ୍ ଓ ଡୁଟୁଇ, 1981)
- A. pienkovskii (ଗିଏର୍ଲିନ୍ସ୍କି, ୧୯୯୧)
- A. karaszevskii (ଗିଏର୍ଲିନ୍ସ୍କି, ୧୯୯୧)
- A. moabensis (ଏମ. ଜି. ଲକ୍ଲି, ଏସ୍. ୱାଇ ୟାଙ୍ଗ, ଏମ. ମାତ୍ସୁକାୱା, ଏଫ୍ ଫ୍ଲେମିଂ ଓ ଲିମ୍, ୧୯୯୨)
ଆଧାର
ସମ୍ପାଦନାEdwin H. Colbert, Dinosaurs, Hutchinson & Co. Ltd, 1962, p. 188