ଆନନ୍ଦବଜାର ପତ୍ରିକା

ଆନନ୍ଦ ବଜାର ପତ୍ରିକା ବଙ୍ଗାଳୀ ଭାଷାର ସମାଚାର ପତ୍ର ଅଟେ।ଯାହାର ପ୍ରକାଶନ କୋଲକାତା, ନୂଆ ଦିଲ୍ଲୀ ଏବଂ ମୁମ୍ବାଇ

ଆନନ୍ଦବଜାର ପତ୍ରିକା (ବଙ୍ଗଳା : আনন্দবাজার পত্রিকা ; Bengali: [anɔnd̪ɔbadʒar Pɔt̪rika]) ବଙ୍ଗଳା ଭାଷାର ଏକ ଭାରତୀୟ ଦୈନିକ ସମ୍ବାଦପତ୍ର। ଏବିପି ଗ୍ରୁପ ଦ୍ୱାରା କଲିକାତା, ବମ୍ବେ, ଦିଲ୍ଲୀ ଓ ସିଲଚର ଠାରେ ଏହି ଖବରକାଗଜ ପ୍ରକାଶ ହୁଏ।  'ଅଡିଟ୍ ବ୍ୟୁରୋ ଅଫ୍ ସରକୁଲେସନ୍' (ଭାରତ) ଅନୁସାରେ ଜୁଲାଇ-ଡିସେମ୍ବର ୧୦୧୫ ସୁଦ୍ଧା ଏହାର ୧୦ଲକ୍ଷ୍ୟ ଖବରକାଗଜ ବିକ୍ରୟ ହୋଇଛି। [୧] 

Anandabazar Patrika Group
ପ୍ରକାରDaily newspaper
FormatBroadsheet
ମାଲିକABP Group
ମୁଖ୍ୟ ସମ୍ପାଦକArup Sarkar
ସମ୍ପାଦକAnirban Chattopadhyay
ପ୍ରତିଷ୍ଠିତ13 ମାର୍ଚ୍ଚ 1922; 102 years ago (1922-୦୩-13)
ଭାଷାBengali
ମୁଖ୍ୟାଳୟ6, Prafulla Sarkar Street, Kolkata-700001
Circulation1,117,927 Daily (as of Jul - Dec 2015)
Sister newspapersThe Telegraph
Ebela
ଓ. ସି. ଏଲ. ସି. ନମ୍ବର187024438
ୱେବସାଇଟwww.anandabazar.com

୧୮୭୬ ମସିହାରେ, ପୂର୍ବ ପାକିସ୍ତାନ ବା ବର୍ତ୍ତମାନର ବଙ୍ଗଳାଦେଶର ମଗୁରା ଗ୍ରାମରେ ତୁଷାରକାନ୍ତି ଘୋଷ ଓ ତାଙ୍କ ବାପା ଶିଶିର କୁମାର ଘୋଷଙ୍କଦ୍ୱାରା ପ୍ରକାଶିତ ହେଇଥିଲା। ପରେ ଏହି ଖବରକାଗଜର ନାମ ଆନନ୍ଦ ବଜାର ପତ୍ରିକା ରଖାଯାଇଥିଲା।

୧୯୨୨ ପରେ ପ୍ରଫୁଲ କୁମାର ସରକାରଙ୍କଦ୍ୱାରା ଆନନ୍ଦବଜାର ପତ୍ରିକା ପୁନର୍ବାର ଆରମ୍ଭ ହେଇଥିଲା।I ଏହାର ପ୍ରଥମ ପ୍ରିଣ୍ଟ ୧୩ ମାର୍ଚ୍ଚ ୧୯୨୨ରେ ହେଇଥିଲା।[୨] [୩]

ଆଧାର ସମ୍ପାଦନା