ଆଦିତ୍ୟପୁର ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ଝାଡ଼ଖଣ୍ଡର ପଶ୍ଚିମି ସିଙ୍ଘ୍‌‌ଭୁମ୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆଦିତ୍ୟପୁର ସହରର ମୋଟ ଜନସଂଖ୍ୟା ୧୧୯୨୨୧ ଅଟେ ।[୧] ସେଥି ମଧ୍ୟରୁ ୫୩.୫୬% ଜଣ ପରୁଷ ହୋଇଥିବା ବେଳେ ୪୬.୪୪% ଜଣ ନାରୀ ଅଟନ୍ତି । ଆଦିତ୍ୟପୁରର ସାକ୍ଷରତା ହାର ୬୬.୭୪% ଅଟେ । ଏହା ଜାତୀୟ ହାରଠାରୁ ୧.୯୦% ପ୍ରତିଶତ କମ ଅଟେ । ସେଥିରୁ ୪୦.୧୫% ପ୍ରତିଶତ ପୁରୁଷ ଓ ୨୬.୫୮% ନାରୀ ଅଟନ୍ତି । ୧୩.୯୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା ସମ୍ପାଦନା

ଓଡ଼ିଆ, ହିନ୍ଦୀ ଆଦିତ୍ୟପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା