ଆଡେନୋଭୂତାଣୁ ଟିକା

ଏହା ହେଉଛି କେତେକ ପ୍ରକାରର ଆଡେନୋଭାଇରସ୍ ସଂକ୍ରମଣ ବିରୁଦ୍ଧରେ ଏକ ଟିକା ।

ଆଡେନୋଭୂତାଣୁ ଟିକା ହେଉଛି କେତେକ ପ୍ରକାରର ଆଡେନୋଭାଇରସ୍ ସଂକ୍ରମଣ ବିରୁଦ୍ଧରେ ଏକ ଟିକା[] [] ନିର୍ଦ୍ଦିଷ୍ଟ ଭାବରେ ଏହା ଇ୪ ଓ ବି୭ ପ୍ରକାର ବିରୁଦ୍ଧରେ ପ୍ରଭାବଶାଳୀ । [] ଏହା ପାଟିରେ ଦିଆଯାଏ । []

ଆଡେନୋଭୂତାଣୁ ଟିକା
Bottles of the vaccine
Vaccine description
Target diseaseAdenovirus
Type?
Clinical data
AHFS/Drugs.commonograph
data
Pregnancy
category
  • US: N (Not classified yet)
Routes of
administration
By mouth

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ନାକରୁ ପାଣି ବୋହିବା, କାଶ, ଗଣ୍ଠି ଯନ୍ତ୍ରଣା, ବାନ୍ତି, ଏବଂ ତରଳ ଝାଡ଼ା ହୋଇପାରେ । [] ଗର୍ଭାବସ୍ଥାରେ ଦେବାକୁ ମନା କରାଯାଏ । [] ଏଥିରେ ଜୀବନ୍ତ (ଆଘାତପ୍ରାପ୍ତ ନୁହେଁ) ଜୀବାଣୁ ରହିଥାଏ। [] ବଟିକାଗୁଡିକ ଆବୃତ ହୋଇଥାଏ ଯାହା ଫଳରେ ଜୀବାଣୁ ପାକସ୍ଥଳୀ ମଧ୍ୟ ଦେଇ ଯାଇ ଅନ୍ତନଳୀକୁ ସଂକ୍ରମିତ କରନ୍ତି, ଯେଉଁଠାରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। [] []

ଯୁକ୍ତରାଷ୍ଟ୍ରରେ ଆମେରିକାର ମିଲିଟାରିଦ୍ୱାରା ଏହି ଆଡେନୋଭାଇରସ୍ ଟିକା ୨୦୧୧ ମସିହାରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [] ପୂର୍ବରୁ ୧୯୬୦ ମସିହାରୁ ଅନ୍ୟ କେତେକ ଟିକା ଦିଆଯାଉଥିଲା । []

  1. ୧.୦ ୧.୧ "Adenovirus Vaccine Information Statement | CDC". www.cdc.gov (in ଆମେରିକୀୟ ଇଂରାଜୀ). 8 April 2021. Archived from the original on 14 August 2021. Retrieved 13 January 2022.
  2. Tucker SN, Tingley DW, Scallan CD (February 2008). "Oral adenoviral-based vaccines: historical perspective and future opportunity". Expert Rev Vaccines. 7 (1): 25–31. doi:10.1586/14760584.7.1.25. PMID 18251691.
  3. Flint, S. Jane; Nemerow, Glen R. (2017). "8. Pathogenesis". Human Adenoviruses: From Villains To Vectors (in ଇଂରାଜୀ). Singapore: World Scientific. p. 153-183. ISBN 978-981-310-979-7. Archived from the original on 5 May 2022. Retrieved 5 May 2022.
  4. ୪.୦ ୪.୧ ୪.୨ ୪.୩ ୪.୪ "DailyMed - ADENOVIRUS TYPE 4 AND TYPE 7 VACCINE, LIVE kit". dailymed.nlm.nih.gov. Archived from the original on 1 December 2021. Retrieved 13 January 2022.
  5. "Adenovirus Vaccine Monograph for Professionals". Drugs.com (in ଇଂରାଜୀ). Archived from the original on 25 July 2021. Retrieved 13 January 2022.
  6. Plotkin, Stanley A.; Orenstein, Walter A. (2008). Vaccines (in ଇଂରାଜୀ) (Fourth ed.). Elsevier. p. 8. ISBN 978-1-4160-3611-1. Archived from the original on 11 January 2022. Retrieved 19 December 2021.