ଆକାଶ ଦାଭାଡ଼େ

ଭାରତୀୟ ଅଭିନେତା

ଆକାଶ ଦାଭାଡ଼େ (୮ ମାର୍ଚ୍ଚ ୧୯୮୫, ନାଗପୁର, ମହାରାଷ୍ଟ୍ର)[୧] ଜଣେ ଭାରତୀୟ ଅଭିନେତା । ସେ ତାଙ୍କାର ହାସ୍ୟ ଅଭିନୟ, ମୁଖଭଙ୍ଗୀ, ଭାବ, ନୃତ୍ୟ ଶୈଳୀ ଆଦି ଜଣାଶୁଣା । ବିଦୁ ବିନୋଦ ଚୋପ୍ରାଙ୍କଦ୍ୱାରା ନିର୍ମିତ ରାଜେଶ ମହାପୁରଙ୍କ ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର ଫରାରୀ କି ସାବାରୀରେ ସେ 'ମୋହନ' ଚରିତ୍ର ପାଇଁ ଲୋକପ୍ରିୟତା ହାସଲ କରିଥିଲେ ।[୨] ଅକ୍ଷୟ କୁମାରଙ୍କ ସହ ବସ୍, ରାଜକୁମାର ରାଓଙ୍କ ସହିତ ସ୍ତ୍ରୀ, ଆୟୁଷମାନ ଖୁରାନାଙ୍କ ସହିତ ଆର୍ଟିକଲ୍ ୧୫ ଆଦିରେ ସେ କାମ କରିଛନ୍ତି । ଇମ୍ରାନ ଖାନ, ଇରଫାନ ଖାନ, ବିଦ୍ୟା ବଲାନ ଆଦି ଜଣାଶୁଣା ଅଭିନେତାମାନଙ୍କ ସହ ବିଭିନ୍ନ ବିଜ୍ଞାପନରେ ସେ କାମ କରିଛନ୍ତି ।[୩]

ଆକାଶ ଦାଭାଡ଼େ
ଜନ୍ମ (1985-03-08) ୮ ମାର୍ଚ୍ଚ ୧୯୮୫ (ବୟସ ୩୯)
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୯–ଏବେଯାଏଁ

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା
୨୦୦୯ ୩ ଇଡିଅଟସ୍ ଇଞ୍ଜିନିୟରିଂ ଛାତ୍ର
୨୦୧୨ ଫରାରୀ କି ସବାରି ମୋହନ
୨୦୧୩ ବସ୍ [୪] ବିଶାଲ୍
୨୦୧୫ ବାଙ୍ଗିସ୍ତାନ ସାନିଚାରା
୨୦୧୬ ୭ ଆୱାର୍‌ସ୍ ଟୁ ଗୋ ଇନ୍ସପେକ୍ଟର ଘୋରପଡ଼େ
ଶିବାୟ ଭାରତୀୟ ପାହାଡ଼ ଚଢ଼ାଳୀ
୨୦୧୮ ବା ବା ବ୍ଲାକ୍ ସିପ୍ ଫିକ୍ସର୍
ସ୍ତ୍ରୀ ନରେନ୍ଦ୍ର
୨୦୧୯ ଆର୍ଟିକଲ୍ ୧୫ ସତ୍ୟେନ୍ଦ୍ର
୨୦୨୦ ବାବୁ ବ୍ୟାଚେଲର୍ ଛୋଟେ
୨୦୧୯ ହାଉସଫୁଲ୍ ୪[୫] ହ୍ୟାରିଙ୍କ ବନ୍ଧୁ
ପେନାଲ୍ଟି[୬] ଜୁଗାଡ଼ୁ ବା ଚନ୍ଦନ

ୱେବ୍ ସିରିଜ୍ ସମ୍ପାଦନା

ବର୍ଷ ସିରିଜ୍ ଭୂମିକା ଓଟିଟି
୨୦୨୦ ଶୁକ୍ରାଣୁ ଭାନୁ ଜୀ୫[୭]
୨୦୨୦ ମସ୍ତ୍ରାମ୍ ଗୋପାଳ ଏମ୍ ଏକ୍ସ ପ୍ଲେୟାର୍
୨୦୨୦ ଲୁଟ୍ କେସ୍ ଗ୍ରାଜୁଏଟ୍ ଡିଜ୍ନି+ ହଟ୍‌ଷ୍ଟାର୍
୨୦୨୨ ଦ ଗ୍ରେଟ୍ ୱେଡିଂ ଅଫ୍ ମୁନ୍ନେସ୍ ସୁରେଶ ଭୁଟ୍

ଆଧାର ସମ୍ପାଦନା

  1. Media Hindustan. "Aakash Dabhade actor's five best performances in Bollywood". mediahindustan.com.
  2. CineTalkers. "Aakash Dabhade feels fortunate to work with Aayushmann Khurrana". cinetalkers.com.
  3. "Aakash Dabhade says Metro is a boon for lucknowites". The Times of India.
  4. "Akshay Kumar offered me meaty role Boss without any audition that gave me identity". ibtimes.co.in.
  5. SpotboyE. "Akshay Kumar's Houseful 4 marks Aakash Dabhade's third venture with the superstar". spotboye.com.
  6. "Penalty IMDB Page".
  7. Shukranu on Zee5

ବାହାର ଲିଙ୍କ୍ ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ Aakash Dabhade