ଅଶକର ସୌଦାନ

ଭାରତୀୟ ଅଭିନେତା

ଅଶକର ସୌଦାନ ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ମାଲାୟାଲମ କଥାଚିତ୍ର ଜଗତରେ କାମ କରନ୍ତି ।[୨] ୨୦୦୫ ମସିହାରେ ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଥାସ୍କର୍‌ଭୀରନ୍, ଯାହାର ନିର୍ଦ୍ଦେଶନା ଦେଇଥିଲେ ପ୍ରମୋଦ ପାପ୍ପନ ।[୩][୪]

ଅଶକର ସୌଦାନ
ଜନ୍ମ
ଥଲାୟୋଲାପରମ୍ଭୁ, କୋଟ୍ଟାୟମ୍, କରେଳ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନମହାରାଜାସ୍ କଲେଜ, ଇର୍ନାକୁଲମ୍
ବୃତ୍ତିଅଭିନେତା[୧]
ସକ୍ରିୟ ବର୍ଷ୨୦୦୫–ଏବେଯାଏଁ
ସମ୍ପର୍କୀୟମାମ୍ମୁଟ୍ଟୀ (ସମ୍ପର୍କୀୟ), ଦୁଲକର୍ ସଲମାନ (ସମ୍ପର୍କୀୟ ଭାଇ), ମକବୁଲ୍ ସଲମାନ (ସମ୍ପର୍କୀୟ ଭାଇ)

ପେଷା ସମ୍ପାଦନା

୨୦୦୫ରେ ମାମୋନ୍ତିଙ୍କ ସହ ଥାସ୍କର୍‌ଭୀରନ୍‌ରେ ଏକ ଛୋଟ ଭୂମିକାରେ ଅଭିନୟ କରିବା ପରେ ୨୦୦୯ରେ ସେ ସୁରେନ୍ଦ୍ରନ୍‌ଙ୍କ ନିର୍ଦ୍ଦେଶିତ କଥାଚିତ୍ର ଇଭାର ବିବାହିତାରାୟାଲରେ ଅଭିନୟ କରିଥିଲେ । ଏହାପରେ ୨୦୧୪ ମସିହାରେ ସେ ଜେସପାଲ୍ ଶାନମୁଗମଙ୍କ ନିର୍ଦ୍ଦେଶିତ କଥାଚିତ୍ର ମିତ୍ରମରେ ଅଭିନୟ କରିଥିଲେ ।[୫] ସେ କୋଲାମାସ୍, ମୂନମ୍ ପ୍ରଳୟମ୍, ଏନ୍ନୋଡ଼ୁ ପାରା ଆଇ ଲଭ୍ ୟୁ ଏନ୍ନୁ, ମେରେ ପ୍ୟାରେ ଦେଶବାସୀୟୋମ୍ ଏବଂ ବାଲ୍ଲିକେଟୁ ଭଳି ଅନେକ କଥାଚିତ୍ରରେ ଅଭିନୟ କରିଛନ୍ତି ।[୬][୭]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୦୫ ଥାସ୍କର୍‌ଭୀରନ୍‌ ମାଲାୟାଲମ୍ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୯ ଇଭାର ଭିଭିଥାଇରାୟାଲ୍ ବିବେକଙ୍କ ବନ୍ଧୁ ମାଲାୟାଲମ୍
2014 ମିତ୍ରମ୍ ମାଲାୟାଲମ୍ [୮]
2016 କୋଲାମାସ୍ ମାଲାୟାଲମ୍
2019 ମୂନମ୍ ପ୍ରଳୟମ୍ ମାଲାୟାଲମ୍
ଏନ୍ନୋଡ଼ୁ ପାରା ଆଇ ଲଭ୍ ୟୁ ଏନ୍ନୁ ମାଲାୟାଲମ୍
ମେରେ ପ୍ୟାରେ ଦେଶବାସୀୟୋମ୍ ମାଲାୟାଲମ୍ [୯]
ବାଲ୍ଲିକେଟୁ ମାଲାୟାଲମ୍
2022 ଆନନ୍ଦକଲ୍ୟାଣମ୍ ମାଲାୟାଲମ୍

ଆଧାର ସମ୍ପାଦନା

  1. "5th member from Mammootty family enters Mollywood". Archived from the original on 2019-07-11. Retrieved 2023-06-08.
  2. "Mammootty launches 'Vallikettu' trailer - Times of India". The Times of India (in ଇଂରାଜୀ). Retrieved 2021-02-19.
  3. "Mammootty's nephew Ashkar Saudan to star in 'Mithram'". The Indian Express (in ଇଂରାଜୀ). 2014-05-28. Retrieved 2021-02-19.
  4. "മമ്മൂട്ടിയുടെ സഹോദരീ പുത്രൻ അഷ്‌ക്കർ സൗദാൻ എത്തുന്ന വള്ളിക്കെട്ട്". malayalam.samayam.com (in ମାଲାୟଲମ୍). Retrieved 2021-02-19.
  5. "ബബ്ലിമൂസ്; നായകനായി മമ്മുട്ടിയുടെ സഹോദരീപുത്രന്‍". Mathrubhumi (in ଇଂରାଜୀ). Archived from the original on 2017-06-12. Retrieved 2021-02-19.
  6. "Mammootty's sister's son Askar all set to act - Times of India". The Times of India (in ଇଂରାଜୀ). Retrieved 2021-02-19.
  7. "അഷ്കര്‍ സൗദാന്‍ നായകനാകുന്ന 'ആനന്ദകല്ല്യാണം' ചിത്രീകരണം പൂർത്തിയായി". malayalam.samayam.com (in ମାଲାୟଲମ୍). Retrieved 2021-02-19.
  8. "അഷ്കര്‍ സൗദാന്‍ നായകനാകുന്ന 'ആനന്ദകല്ല്യാണം' ചിത്രീകരണം പൂർത്തിയായി". malayalam.samayam.com (in ମାଲାୟଲମ୍). Retrieved 2021-02-19.
  9. "അഷ്കർ സൗദാനും അർച്ചനയും ഒന്നിച്ച 'ആനന്ദകല്ല്യാണം' തീയേറ്ററുകളിലേക്ക്". malayalam.samayam.com (in ମାଲାୟଲମ୍). Retrieved 2021-02-19.

ବାହାର ଲିଙ୍କ୍ ସମ୍ପାଦନା