ଅଳଙ୍କୃତା ବୋରା

ଭାରତୀୟ ଅଭିନେତ୍ରୀ, ମଡେଲ ଏବଂ ନର୍ତ୍ତକୀ

 

ଅଳଙ୍କୃତା ବୋରା
ଜନ୍ମ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଦିଲ୍ଲୀ ପବ୍ଲିକ ସ୍କୁଲ ସୋସାଇଟି
ବୃତ୍ତି(ସମୂହ)ଅଭିନେତ୍ରୀ, ନର୍ତ୍ତକୀ, ମଡେଲ୍
ସକ୍ରିୟ ବର୍ଷ୨୦୧୭ - ଏବେଯାଏଁ
ପ୍ରସିଦ୍ଧି
  • ମିସ୍ ନର୍ଥଇଷ୍ଟ ଇଣ୍ଡିଆ, ବିୟୁଟି ଫେସ୍ ଅଫ୍ ଦ ଇଅର୍
  • ୟଙ୍ଗେଷ୍ଟ ଫାଇନାଲିଷ୍ଟ, ମିସ୍ ଡିଭା ଇଉନିଭର୍ସ ୨୦୧୬

ଅଳଙ୍କୃତା ବୋରା[୧] ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ ଏବଂ ନର୍ତ୍ତକୀ । ସେ କଥକ, ଭରତନାଟ୍ୟମ ଏବଂ ସମସାମୟିକ ନୃତ୍ୟ ଶୈଳୀରେ ପ୍ରଶିକ୍ଷୀତା ପେଶାଗତ ନୃତ୍ୟଶିଳ୍ପୀ । ସେ ୨୦୧୮ ମସିହାରେ ଲଖୱିନ୍ଦର ଶାବଲାଙ୍କ ନିର୍ଦ୍ଦେଶିତ କଥାଚିତ୍ର ରାଜା ଅବ୍ରୋଅଦିୟା କଥାଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ନାହିଁ ସି କାଲି: ବେଟିୟାଁରେ ମଧ୍ୟ ଅଭିନୟ କରିଥିଲେ ।[୨]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭାଷା ନିର୍ଦ୍ଦେଶକ
୨୦୧୮ ରାଜା ଅବ୍ରୋଅଦିୟା ହିନ୍ଦୀ ଲଖୱିନ୍ଦର ଶାବଲା

ଆଧାର ସମ୍ପାଦନା

  1. Staff Reporter (12 June 2016). "Alankrita Bora". The Times of India. Archived from the original on 3 August 2016. Retrieved 15 September 2019.
  2. paisawapas.com (26 February 2017). "Meet Alankrita Bora from Guwahati, the Youngest Finalist in Miss Diva Universe 2016". www.paisawapas.com. Retrieved 15 September 2019.{{cite web}}: CS1 maint: url-status (link)

ବାହାର ଲିଙ୍କ୍ ସମ୍ପାଦନା