ଅଳକା ଲାମ୍ବା
ଅଳକା ଲାମ୍ବା(ଜନ୍ମ ୨୧ ସେପ୍ଟେମ୍ବର ୧୯୭୫) ଆମ୍ ଆଦମି ପାର୍ଟିର (ଆପ୍) ଜଣେ ଭାରତୀୟ ରାଜନୀତିଜ୍ଞ ଅଟନ୍ତି । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘର ପୂର୍ବ ସଭାପତି, ଛାତ୍ର ସଂଘର ପୂର୍ବ ରାଷ୍ଟ୍ରଅଧ୍ୟକ୍ଷ, ଦିଲ୍ଲୀ ପ୍ରଦେଶ କଂଗ୍ରେସର ପୂର୍ବ ମହାସଚିବ ଏବଂ ଅଖିଳ ଭାରତୀୟ କଂଗ୍ରେସ କମିଟିର ପୂର୍ବ ସଚିବ ଅଟନ୍ତି । ଲାମ୍ବା ଏକ ଅଲଗା ସରକାରୀ ସଂଗଠନ "ଗୋ ଇଣ୍ଡିଆ ଫାଉଣ୍ଡେସନ"ର ମଧ୍ୟ ଅଧ୍ୟକ୍ଷ ଥିଲେ ।[୧][୨] ୨୦ ବର୍ଷ କଂଗ୍ରେସରେ ରହିବା ପରେ ସେ ୨୩ ଡିସେମ୍ବର ୨୦୧୩ରେ ଆମ ଆଦମି ପାର୍ଟିରେ ପ୍ରବେଶ କଲେ।[୩] ଫେବୃଆରୀ ୨୦୧୫ରେ ସେ ଚାନ୍ଦନି ଚୌକରୁ ଦିଲ୍ଲୀ ବିଧାନ ସଭା ପାଇଁ ନିର୍ବାଚିତ ହେଲେ ।
ଅଳକା ଲାମ୍ବା | |
---|---|
ଦିଲ୍ଲୀ ବିଧାନ ସଭା ସଭ୍ୟ | |
Assumed office ଫେବୃଆରୀ ୨୦୧୫ | |
ପୂର୍ବ ଅଧିକାରୀ | ପର୍ଲାଦ ସିଂହ ସାହାନୀ |
ନିର୍ବାଚନ ମଣ୍ଡଳୀ | ଚାନ୍ଦନୀ ଚୌକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନୂଆ ଦିଲ୍ଲୀ | ୨୧ ସେପ୍ଟେମ୍ବର ୧୯୭୫
ଜୀବନ ସାଥୀ | ଲୋକେଶ କପୁର (ଛାଡ଼ପତ୍ର) |
ବୃତ୍ତି | ରାଜନୀତିଜ୍ଞ |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଅଳକା ଲାମ୍ବାଙ୍କ ଜନ୍ମ ୨୧ ସେପ୍ଟେମ୍ବର ୧୯୭୫ରେ ହୋଇଥିଲା । ତାଙ୍କ ପିତାଙ୍କର ନାମ ଅମରନାଥ ଲାମ୍ବା ଏବଂ ମାତାଙ୍କର ନାମ ରାଜକୁମାରୀ ଲାମ୍ବା ଅଟେ । ସେ ସରକାରୀ ସିନିୟର ସେକେଣ୍ଡାରୀ ବିଦ୍ୟାଳୟ ନଂ ୧,ଦିଲ୍ଲୀରେ ପଢୁଥିଲେ। ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଦୟାଲ ସିଂ କଲେଜ୍ , ସେଣ୍ଟ ଷ୍ଟିଫେନ କଲେଜରୁ ଏମ ଏସ୍ ସି ଏବଂ ଏମ ଏଡ୍ କରିଛନ୍ତି।
ଆଧାର
ସମ୍ପାଦନା- ↑ "Indian national overseas congress pays tribute to Alka Lamba senior leader, India congress committee". triblocal.com. 9 November 2011. Archived from the original on 4 October 2013. Retrieved 30 September 2013.
- ↑ Alka Lamba: Youth on her side Archived 2011-04-11 at the Wayback Machine.. The Times of India. 19 November 2003. Retrieved 20 April 2013.
- ↑ http://www.ndtv.com/article/india/alka-lamba-former-student-leader-quits-congress-to-join-aap-463479