ଅର୍ଫେନାଡ୍ରାଇନ

ଏହା ଏକ ଔଷଧ ଯାହାକି ମାଂସପେଶୀ ଯନ୍ତ୍ରଣା ସ‌ହିତ କଟି ଯନ୍ତ୍ରଣା ଏବଂ ପାର୍କିନସୋନିଜିମ୍ ରୋଗର ଚିକିତ୍ସା କରିବ

ଅର୍ଫେନାଡ୍ରାଇନ, ଏକ ଔଷଧ ଯାହାକି ମାଂସପେଶୀ ଯନ୍ତ୍ରଣା ସ‌ହିତ କଟି ଯନ୍ତ୍ରଣା ଏବଂ ପାର୍କିନସୋନିଜିମ୍ ରୋଗର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୩] [୪] ଏହା ପାଟିରେ କିମ୍ବା ଇଞ୍ଜେକ୍ସନଦ୍ୱାରା ଦିଆଯାଏ | [୩]

ଅର୍ଫେନାଡ୍ରାଇନ
Clinical data
Trade namesGeneric; many brands[୧]
SynonymsOrphenadrine hydrochloride
AHFS/Drugs.commonograph
MedlinePlusa682162
Pregnancy
category
  • AU: B2
  • US: C (Risk not ruled out)
Routes of
administration
By mouth, intravenous, intramuscular
Legal status
Legal status
Pharmacokinetic data
Bioavailability90%
Protein binding95%
MetabolismLiver demethylation
Elimination half-life13-20 hours[୨]
ExcretionKidney and biliary
Identifiers
  • (RS)-N,N-Dimethyl-2-[(2-methylphenyl)-phenyl-methoxy]-ethanamine
ECHA InfoCard100.001.372 Edit this at Wikidata
Chemical and physical data
FormulaC18H23NO
Molar mass୨୬୯.୩୯ g·mol−1
3D model (JSmol)
  • O(CCN(C)C)C(c1ccccc1)c2ccccc2C
  • InChI=1S/C18H23NO/c1-15-9-7-8-12-17(15)18(20-14-13-19(2)3)16-10-5-4-6-11-16/h4-12,18H,13-14H2,1-3H3 checkY
  • Key:QVYRGXJJSLMXQH-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଦ୍ରୁତ ହୃଦସ୍ପନ୍ଦନ, ମୂତ୍ର ଧାରଣ, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଅଇ, ନିଦ୍ରାଳୁ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ହୋଇପାରେ ।[୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ।[୩] ଏହା ଏକ ଆଣ୍ଟିକୋଲିନରଜିକ୍ ଏବଂ ଆଣ୍ଟିହିଷ୍ଟାମାଇନ୍ ଶ୍ରେଣୀର ଔଷଧ ।[୩] ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ ।[୩]

୧୯୪୦ ଦଶକରେ ଅର୍ଫେନାଡ୍ରାଇନ ବିକଶିତ ହୋଇଥିଲା ଏବଂ ୧୯୫୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୫] [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୫୦ ମିଗ୍ରାର ୩୦ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £୫୬ ଅଟେ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୨୦ ଡଲାରରୁ କମ୍ ଅଟେ ।[୬]

ଆଧାର ସମ୍ପାଦନା

  1. "Orphenadrine". Drugs.com international listings. Archived from the original on 5 March 2016. Retrieved 5 February 2016.
  2. Labout JJ, Thijssen C, Keijser GG, Hespe W (1982). "Difference between single and multiple dose pharmacokinetics of orphenadrine hydrochloride in man". European Journal of Clinical Pharmacology. 21 (4): 343–50. doi:10.1007/BF00637624. PMID 7056281. S2CID 24631265. Archived from the original on 2021-10-26. Retrieved 2021-10-08.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Orphenadrine Monograph for Professionals". Drugs.com (in ଇଂରାଜୀ). Archived from the original on 11 July 2021. Retrieved 9 November 2021.
  4. ୪.୦ ୪.୧ ୪.୨ BNF 81: March-September 2021. BMJ Group and the Pharmaceutical Press. 2021. p. 431. ISBN 978-0857114105.
  5. Deer, Timothy R.; Pope, Jason E.; Lamer, Tim J.; Provenzano, David (1 August 2019). Deer's Treatment of Pain: An Illustrated Guide for Practitioners (in ଇଂରାଜୀ). Springer. p. 185. ISBN 978-3-030-12281-2. Archived from the original on 9 November 2021. Retrieved 9 November 2021.
  6. "Orphenadrine Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 12 July 2021. Retrieved 9 November 2021.