ଅର୍ଜୁନ ପାତ୍ର
ଓଡ଼ିଆ ରାଜନୀତିଜ୍ଞ (୧୯୦୯ ଜନ୍ମ)
ଅର୍ଜୁନ ପାତ୍ର (ମୃତ୍ୟ: ୮ ଅଗଷ୍ଟ ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୈଶିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଅର୍ଜୁନ ପାତ୍ର | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ନିର୍ବାଚନ ମଣ୍ଡଳୀ | ବୈଶିଙ୍ଗା |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୮ ଅଗଷ୍ଟ ୨୦୦୮ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ପ୍ରଜା ସୋସିଆଲିଷ୍ଟ ପାର୍ଟି |
ଜୀବନ ସାଥୀ | ମଙ୍ଗୁଳା ମିଶ୍ର |
ବାପା/ବୋଉ | ନରସିଂହ ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଅର୍ଜୁନ ପାତ୍ରଙ୍କ ବାପାଙ୍କ ନାମ ନରସିଂହ ମିଶ୍ର ଓ ପତ୍ନୀଙ୍କ ନାମ ମଙ୍ଗୁଳା ମିଶ୍ର ।[୧]
ରାଜନୈତିକ ଜୀବନ
ସମ୍ପାଦନାଅର୍ଜୁନ ପାତ୍ର ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଅର୍ଜୁନ ପାତ୍ର ୨୦୦୮ ମସିହାର ଅଗଷ୍ଟ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Arjun Patra". odishaassembly.nic.in. Odisha Assembly. Retrieved 31 October 2022.