ଅର୍ଜୁନ ଅଶୋକନ
ଭାରତୀୟ ଅଭିନେତା
ଅର୍ଜୁନ ଅଶୋକନ (ଜନ୍ମ: ୨୪ ଅଗଷ୍ଟ ୧୯୯୨)[୨] ଜଣେ ଭାରତୀୟ ଅଭିନେତା, ଯିଏକି ମୁଖ୍ୟତଃ ମାଲାୟଲମ୍ ଭାଷାର କଥାଚିତ୍ରରେ କାମ କରନ୍ତି । ସେ ଅଭିନେତା ହରିଶ୍ରୀ ଅଶୋକନଙ୍କ ପୁଅ । ଅଭିନୟ ଜୀବନର ପ୍ରଥମରୁ ସେ ପରବା, ବି. ଟେକ୍, ଜୁନ୍ , ଭାରତନ୍, ଉଣ୍ଡା, ସୁପର ଶରଣ୍ୟା ଏବଂ ଏନ୍ ଇଣ୍ଟରନ୍ୟାସନାଲ୍ ଲୋକାଲ୍ ଷ୍ଟୋରୀ ଆଦି କଥାଚିତ୍ରରେ କାମ କରିଥିଲେ ।
ଅର୍ଜୁନ ଅଶୋକନ | |
---|---|
ଜନ୍ମ | ୨୪ ଅଗଷ୍ଟ ୧୯୯୨ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୧୨–ଏବେଯାଏଁ |
ବୈବାହିକ-ସାଥୀ | ନିକିତା ଗଣେଶନ[୧] |
ପିତାମାତା |
|
୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ରୋମାଞ୍ଚମ୍ ଏବଂ ପ୍ରଣୟ ବିଳାସମ୍ ଜରିଆରେ ସେ ଜନପ୍ରିୟତା ପାଇଥିଲେ ।[୩][୪]
ଅଭିନୟ ଜୀବନ
ସମ୍ପାଦନାଅର୍କୁଟ ଓରୁ ଓରମକୁଟ କଥାଚିତ୍ର ଜରିଆରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫] ତାଙ୍କ ଅଭିନୟ ପାଇଁ ଟାଇମ୍ସ ଅଫ୍ ଇଣ୍ଡିଆ ତାଙ୍କୁ ପ୍ରସଂଶା କରିଥିଲା ।[୬]
ବ୍ୟକ୍ତିଗତ ଜୀବନ
ସମ୍ପାଦନା୨୦୧୮ ମସିହାରେ ସେ ନିଖିତା ଗଣେଶଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ଝିଅ ଅଛନ୍ତି ।[୭]
ଆଧାର
ସମ୍ପାଦନା- ↑ "ഹരിശ്രീ അശോകന്റെ മകനും നടനുമായ അർജുൻ വിവാഹിതനായി". The Indian Express. 2 December 2018. Retrieved 2 February 2020.
- ↑ "Did you know about these facts about birthday boy actor Arjun Ashokan". Zee 5. 24 August 2020.
- ↑ Menon, Neelima (2023-10-03). "From Parava to Romancham: The on-screen evolution of actor Arjun Ashokan". The News Minute (in ଇଂରାଜୀ). Retrieved 2023-12-02.
- ↑ "Arjun Ashokan's birthday bash gets legendary with Mammootty". The Times of India. 2023-08-25. ISSN 0971-8257. Retrieved 2023-10-06.
- ↑ "My dad was very supportive: Arjun Ashokan". The New Indian Express. 4 May 2018. Retrieved 2 February 2020.
- ↑ Mathews, Anna (15 February 2019). "June Movie Review". The Times of India. Retrieved 2 February 2020.
- ↑ "Arjun Ashokan and wife Nikhita welcome their first child! - Times of India". The Times of India.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅର୍ଜୁନ ଅଶୋକନ