ଅରୁଣା କୁମାରୀ ଗାଲା

ଅରୁଣା କୁମାରୀ ଗାଲା‌ (ଜନ୍ମ ୧ ଅଗଷ୍ଟ ୧୯୪୪) ଜଣେ ଭାରତୀୟ ରାଜନେତା ଅଟନ୍ତି । ସେ ହେଉଛନ୍ତି ପୂର୍ବତନ ଭାରତୀୟ ସଂସଦୀୟ ତଥା ସମାଜସେବୀ ପାଟୁରୀ ରାଜାଗୋପାଳ ନାଇଡୁଙ୍କ ଝିଅ ଅଟନ୍ତି । ସେ ବର୍ତ୍ତମାନ ତେଲୁଗୁ ଦେଶମ ପାର୍ଟିର ଜଣେ ରାଜନୈତିକ ବୁରୋ ସଦସ୍ୟ ଅଟନ୍ତି । ସେ ଆନ୍ଧ୍ରପ୍ରଦେଶ, ଭାରତ ସରକାରରେ ଭୂବିଜ୍ଞାନ[୧] ଏବଂ ଖଣି ମନ୍ତ୍ରୀ ଥିଲେ ଓ ଚନ୍ଦ୍ରଗିରି ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଥିଲେ ।[୨] ୮ ମାର୍ଚ୍ଚ ୨୦୧୪ ମସିହାରେ, ସେ ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇଥିଲେ ।[୩]

ଅରୁଣା କୁମାରୀ ଗାଲା
ସ୍ୱାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରୀ
କାର୍ଯ୍ୟକାଳ
୨୦୦୪ – ୨୦୦୯
ମୁଖ୍ୟମନ୍ତ୍ରୀୱାଇ.ଏସ.ରାଜଶେଖର ରେଡ୍ଡୀ
ଆନ୍ଧ୍ରପ୍ରଦେଶ ବିଧାନ ସଭା ସଦସ୍ୟ
କାର୍ଯ୍ୟକାଳ
୧୯୮୯ – 1994
ନିର୍ବାଚନ ମଣ୍ଡଳୀ ଚନ୍ଦ୍ରଗିରି
କାର୍ଯ୍ୟକାଳ
୧୯୯୯ – ୨୦୧୪
ନିର୍ବାଚନ ମଣ୍ଡଳୀ ଚନ୍ଦ୍ରଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1944-08-01) ୧ ଅଗଷ୍ଟ ୧୯୪୪ (ବୟସ ୭୯)
ଦିଗୁଭାମଘମ, ମାଡ୍ରାସ ପ୍ରେସିଡେନ୍ସି, ବ୍ରିଟିଶ ଭାରତ
(ବର୍ତ୍ତମାନ [ଆନ୍ଧ୍ରପ୍ରଦେଶରେ]], ଭାରତ)
ଜାତୀୟତାଭାରତୀୟ
ରାଜନୀତିକ ଦଳତେଲୁଗୁ ଦେଶମ ପାର୍ଟି
(୨୦୧୪ - ବର୍ତ୍ତମାନ)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
(until 2014)
ଜୀବନ ସାଥୀଗାଲା ରାମଚନ୍ଦ୍ର ନାଇଡୁ
ସନ୍ତାନ ଜୟଦେବ ଗାଲା
ବାପାପାଟୁରୀ ରାଜାଗୋପାଳ ନାଇଡୁ
ଘରଚଳଚ୍ଚିତ୍ର ନାଗର, ହାଇଦ୍ରାବାଦ, ଭାରତ

ଅରୁଣା କୁମାରୀ ଜଣେ ଶିଳ୍ପପତି ତଥା ଅମର ରାଜା ଗ୍ରୁପ୍ ଅଫ କମ୍ପାନୀର ପ୍ରତିଷ୍ଠାତା ଗାଲା ରାମଚନ୍ଦ୍ର ନାଇଡୁଙ୍କୁ ବିବାହ କରିଛନ୍ତି ।[୪][୫] ସେ କମ୍ପ୍ୟୁଟର ସାଇନ୍ସରେ ବି.ଏସ ଲେକ ଭ୍ୟୁ କଲେଜରୁ ସମାପ୍ତ କରିଥିଲେ । ସେ କ୍ରୀସଲର୍ କର୍ପୋରେସନ୍ ପାଇଁ ଏକ କମ୍ପ୍ୟୁଟର ପ୍ରୋଗ୍ରାମର୍ ଏବଂ ମ୍ୟାନେଜମେଣ୍ଟ ବିଭାଗରେ ପରିଚାଳନା ସୂଚନା ପ୍ରଣାଳୀର ବିଭାଗୀୟ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ରାଜନୈତିକ କ୍ୟାରିୟରରେ ତାଙ୍କର ପୂର୍ବ ଭୂମିକାରେ ଆନ୍ଧ୍ରପ୍ରଦେଶର ସଭାପତି ମହିଳା କଂଗ୍ରେସ ଏବଂ ପ୍ରଧାନ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଅନ୍ତର୍ଭୁକ୍ତ । ସେ ୧୯୮୯ରୁ ୧୯୯୪ ଏବଂ ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ ଚନ୍ଦ୍ରଗିରି ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଥିଲେ ଏବଂ ଆନ୍ଧ୍ରପ୍ରଦେଶର ପ୍ରଥମ କାର୍ଯ୍ୟକାଳରେ ସ୍ୱାସ୍ଥ୍ୟ ଶିକ୍ଷା ଓ ବୀମା ମନ୍ତ୍ରୀ ଥିଲେ । ଅରୁଣା କୁମାରୀ ତେଲୁଗୁ ଭାଷାରେ ଅନେକ ଉପନ୍ୟାସ ଲେଖିଥିଲେ ।

ଆଧାର ସମ୍ପାଦନା

  1. "Profile – Smt Aruna Kumari". Andhra Pradesh Govt. Archived from the original on 2009-02-02. Retrieved 2009-07-13.
  2. "AP Assembly election results". Indian-Elections.com. pp. row 148. Archived from the original on 20 May 2009. Retrieved 2009-07-13.
  3. "Former Congress Minister Aruna Kumari Galla joins TDP with her Son". IANS. news.biharprabha.com. Retrieved 8 March 2014.
  4. "Amara Raja Batteries Limited". amararaja.co.in. Archived from the original on 2017-06-03. Retrieved 2023-10-27.
  5. Open Heart With RK – AP TDP Minister Galla Aruna Kumari – Full Episode. YouTube. 11 December 2011.ଛାଞ୍ଚ:Cbignoreଛାଞ୍ଚ:Dead Youtube links