ଅମିର ଖାଁ

ଭାରତୀୟ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ ଓ ପ୍ର‌ଯୋଜକ
(ଅମିର ଖାନ୍ରୁ ଲେଉଟି ଆସିଛି)

ଅମିର ଖାନ୍ (ଜନ୍ମ ୧୪ ମାର୍ଚ ୧୯୬୫)ଙ୍କ ପୁରା ନାମ ହେଉଛି ମହମ୍ମଦ ଅମିର ହୁସେନ ଖାନ ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ସ୍କ୍ରିନ ଲେଖକ ଓ ସ୍ୱେଛାସେବୀ । ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଜ କ୍ୟାରିୟରରେ ସେ ନିଜକୁ ଜଣେ ପ୍ରଖ୍ୟାତ, ପ୍ରତିପତ୍ତିଶାଳୀ ଏବଂ ପ୍ରଭାବଶାଳୀ କଳାକାର ରୂପେ ପ୍ରତିଷ୍ଠିତ କରାଇଛନ୍ତି । [୧][୨] ସେ ୪ଟି ଜାତୀୟ ଫିଲ୍ମ ଆୱାର୍ଡ ଓ ୭ଟି ଫିଲ୍ମ ଫେୟାର ଆୱାର୍ଡ ଅର୍ଜନ କରିଛନ୍ତି । ୨୦୦୩ରେ ସେ ପଦ୍ମଶ୍ରୀ ଓ ୨୦୧୦ରେ ପଦ୍ମଭୂଷଣ ପାଇଥିଲେ । [୩]

Aamir Khan
Aamir Khan
Khan at the DVD launch of PK, March 2015
ଜନ୍ମ
Mohammed Aamir Hussain Khan

(1965-03-14) ୧୪ ମାର୍ଚ୍ଚ ୧୯୬୫ (ବୟସ ୫୯)
Mumbai, Maharashtra, India
ଜାତୀୟତାIndian
ବୃତ୍ତିସମୂହ
  • Actor
  • producer
  • director
  • screenwriter
  • television personality
  • social worker
ସକ୍ରିୟ ବର୍ଷ1984–present
ବୈବାହିକ-ସାଥୀs
  • Reena Dutta
    (m. ୧୯୮୬; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
  • (m. ୨୦୦୫)
ସନ୍ତାନ3
ପିତାମାତା(s)Tahir Hussain
Zeenat Hussain
ସମ୍ପର୍କୀୟFaisal Khan (brother)
Nikhat Khan (sister)
Nasir Hussain (uncle)
Imran Khan (nephew)
ପୁରସ୍କାରFull list

ଆଧାର ସମ୍ପାଦନା

  1. "Readers' Picks: Top Bollywood Actors". Rediff. 17 August 2006. Retrieved 26 January 2010.
  2. "Powerlist: Top Bollywood Actors". Rediff. 8 August 2006. Retrieved 26 January 2010.
  3. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.