ଅମିର ଖାଁ
ଭାରତୀୟ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ
ଅମିର ଖାନ୍ (ଜନ୍ମ ୧୪ ମାର୍ଚ ୧୯୬୫)ଙ୍କ ପୁରା ନାମ ହେଉଛି ମହମ୍ମଦ ଅମିର ହୁସେନ ଖାନ ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ସ୍କ୍ରିନ ଲେଖକ ଓ ସ୍ୱେଛାସେବୀ । ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଜ କ୍ୟାରିୟରରେ ସେ ନିଜକୁ ଜଣେ ପ୍ରଖ୍ୟାତ, ପ୍ରତିପତ୍ତିଶାଳୀ ଏବଂ ପ୍ରଭାବଶାଳୀ କଳାକାର ରୂପେ ପ୍ରତିଷ୍ଠିତ କରାଇଛନ୍ତି । [୧][୨] ସେ ୪ଟି ଜାତୀୟ ଫିଲ୍ମ ଆୱାର୍ଡ ଓ ୭ଟି ଫିଲ୍ମ ଫେୟାର ଆୱାର୍ଡ ଅର୍ଜନ କରିଛନ୍ତି । ୨୦୦୩ରେ ସେ ପଦ୍ମଶ୍ରୀ ଓ ୨୦୧୦ରେ ପଦ୍ମଭୂଷଣ ପାଇଥିଲେ । [୩]
Aamir Khan | |
---|---|
ଜନ୍ମ | Mohammed Aamir Hussain Khan ୧୪ ମାର୍ଚ୍ଚ ୧୯୬୫ Mumbai, Maharashtra, India |
ଜାତୀୟତା | Indian |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | 1984–present |
ବୈବାହିକ-ସାଥୀs |
|
ସନ୍ତାନ | 3 |
ପିତାମାତା(s) | Tahir Hussain Zeenat Hussain |
ସମ୍ପର୍କୀୟ | Faisal Khan (brother) Nikhat Khan (sister) Nasir Hussain (uncle) Imran Khan (nephew) |
ପୁରସ୍କାର | Full list |
ଆଧାର
ସମ୍ପାଦନା- ↑ "Readers' Picks: Top Bollywood Actors". Rediff. 17 August 2006. Retrieved 26 January 2010.
- ↑ "Powerlist: Top Bollywood Actors". Rediff. 8 August 2006. Retrieved 26 January 2010.
- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |