ଅମରପୁର , ବିହାର
ଅମରପୁର , ଭାରତୀୟ ରାଜ୍ୟ ବିହାରର ଏକ NAC ସହର । ଏହା ବଙ୍କା ଜିଲ୍ଲାର ଏକ ଅଂଶ ।
ଅମରପୁର
अमरपुर | |
---|---|
city | |
Country | India |
State | Bihar |
District | Banka |
Elevation | 58 m (190 ft) |
Population (2001) | |
• Total | ୨୦,୯୩୦ |
Languages | |
Time zone | UTC+5:30 (IST) |
PIN |
Demographics
ସମ୍ପାଦନା2001 ମସିହା ଜନଗଣନା ନାସୁସାରେ ଅମରପୁର ର ଜନସଂଖ୍ୟା 20,930 ଥିଲା ।[୧] ତାହା ମଧ୍ୟରୁ ପୁରୁଷ ସଂଖ୍ୟା 52 % ଥିବା ବେଳେ ମହିଳା ସଂଖ୍ୟା 48 % ଥିଲା ।ଏଠାରେ ସାକ୍ଷ୍ୟରତା ହାର42 % ଥିଲା ଯାହା ସେ ସମୟର ଜାତୀୟ ହାରଠାରୁ 8ଢେର କମ ରହିଥିଲା । 6 ବର୍ଷରୁ କମ ଆବାଦୀ18 % ରହିଥିଲା ।
ଭୌଗୋଳିକ ସ୍ଥିତି ଓ ଅର୍ଥନୈତିକ ଅବସ୍ଥା
ସମ୍ପାଦନାଅମରପୁରର ଭୌଗୋଳିକ ଅବସ୍ଥିତି 25.03°N 86.9°Eଠାରେ । ସମୁଦ୍ରପତ୍ତନଠାରୁ ଏହାର ଉଛତା 190 ଫୁଟ । ଏହା ଏକ କୃଷି ଭିତ୍ତିକ ସହର ଏଠାରେ ମାର୍କେଟ , ବେଙ୍କ ଆଦି ଆଧୁନିକ ସୁବିଧା ରହିଛି । . [୨]
ଆଧାର
ସମ୍ପାଦନା- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
- ↑ "Amarpur Banka Pin Code". citypincode.in. Retrieved 2014-03-23.