ଅଭିନବ ଗୋମତାମ

ଭାରତୀୟ ଅଭିନେତା

ଅଭିନବ ଗୋମତାମ ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି । ସେ ପ୍ରଥମେ ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରେ ତେଲୁଗୁ ଭାଷାର କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିଥିଲେ । ୨୦୧୪ ମସିହାରେ ସେ ତେଲୁଗୁ କଥାଚିତ୍ର ମୈନେ ପ୍ୟାର୍ କିୟାରେ ଏକ ଚରିତ୍ର ଅଭିନେତା ଭାବରେ କାମ କରିଥିଲେ । ଏହାପରେ ସେ ତେଲୁଗୁ କଥାଚିତ୍ର ଜଗତରେ ଜଣେ ପାର୍ଶ୍ୱ ଅଭିନେତା ଭାବରେ ସକ୍ରିୟ ଅଛନ୍ତି ।

ଅଭିନବ ଗୋମତାମ
Gomatam in 2020
ଜନ୍ମ
ଶିକ୍ଷାନୁଷ୍ଠାନବିଜ୍ଞାନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୧୧–ଏବେଯାଏଁ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଅଭିନବ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା ।[୧] ସେ ବିଜ୍ଞାନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସରୁ ଇଞ୍ଜିନିୟରିଂରେ ସ୍ନାତକ କରିଛନ୍ତି ।

ଅଭିନୟ ଜୀବନ ସମ୍ପାଦନା

ସେ ପ୍ରଥମେ ଥିଏଟର ନାଟକରେ କାମ କରିବା ଆରମ୍ଭ କରିଥିଲେ । ସେ ଲାମାକାନ, ଉଡ଼ାଣ ପର୍‌ଫର୍ମିଂ ଆର୍ଟସ୍ ଏବଂ ଅହମ ଥିଏଟର ଭଳି ନାଟକ ସଂସ୍ଥାରେ କାମ କରିଛନ୍ତି । ତେଲୁଗୁ କଥାଚିତ୍ର ଜଗତର କାମ କରିବା ପୂର୍ବରୁ ସେ କିଛି କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୪ ମସିହାରେ ସେ ତେଲୁଗୁ କଥାଚିତ୍ର ଜଗତରେ ଜଣେ ଚରିତ୍ର ଅଭିନେତା ଭାବରେ କାମ କରିବା ଆରମ୍ଭ କରିଥିଲେ । ମଲ୍ଲି ରାବା (୨୦୧୭), ଇ ନାଗାରାନିକି ଏମାଣ୍ଡି (୨୦୧୮), ସୀତା (୨୦୧୯), ଫାଲକନୁମା ଦାସ (୨୦୧୯) ଏବଂ ମୀକୁ ମାତ୍ରମେ ଚେପ୍ତା (୨୦୧୯) ଭଳି ତେଲୁଗୁ କଥାଚିତ୍ରରେ ସେ କାମ କରିଛନ୍ତି ।[୨][୩] ତାଙ୍କ ଅଭିନୀତ କଥାଚିତ୍ର ମୀକୁ ମାତ୍ରମେ ଚେପ୍ତା ଉପରେ ସିନେମା ଏକ୍ସପ୍ରେସଦ୍ୱାରା ପ୍ରକାଶିତ ସମୀକ୍ଷାରେ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା, ମାତ୍ରା ଏହି କଥାଚିତ୍ରଟିକୁ ବରଖାସ୍ତା କରାଯାଇଥିଲା ।[୪] ଇ ନାଗାରାନିକି ଏମାଣ୍ଡିରେ ତାଙ୍କ ଅଭିନୀତ ଭୂମିକା ପାଇଁ ତାଙ୍କୁ ମଧ୍ୟ ପ୍ରଶଂସା କରାଯାଇଥିଲା ।[୫]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୩ ଆର୍ଟିଫିସିଆଲ୍ ମାନବ କ୍ଷୁଦ୍ର ଚଳଚ୍ଚିତ୍ର
୨୦୧୪ ମୈନେ ପ୍ୟାର୍ କିୟା
ବିଲା ରଙ୍ଗା
୨୦୧୫ ଜଗନ୍ନାତକମ୍ ବଣ୍ଟି
୨୦୧୭ ମଲ୍ଲି ରାବା ଡୁମ୍ବୋ
୨୦୧୮ ଇ ନାଗାରାନିକି ଏମାଣ୍ଡି କୌଶିକ
୨୦୧୯ ଜେସି -
ଫାଲକନୁମା ଦାସ ମାନସିକ ରୋଗ ବିଶେଷଜ୍ଞ ଅତିଥି କଳାକାର
ସୀତା ଚକ୍ରମ୍ [୬][୭]
ମୀକୁ ମାତ୍ରମେ ଚେପ୍ତା କମେଶ [୮]
୨୦୧୨ ରଙ୍ଗ୍ ଦେ ଅଭି
ଇଚାତା ବାହାନମୁଲୁ ନିଲୁପରଡ଼ୁ ମୀନୁଙ୍କ ଦିଅର
ଶ୍ୟାମ ସିଂହା ରୟ ପ୍ରମୋଦ
୨୦୨୨ ସେହରୀ ବାସୁ
୨୦୨୩ ବିରୁପକ୍ଷ ସୂର୍ଯ୍ୟଙ୍କ ବନ୍ଧୁ
ସ୍ପାଏ ର ଏଜେଣ୍ଟ କମଲ

ଦୂରଦର୍ଶନ ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ଓଟିଟି ମନ୍ତବ୍ୟ ଆଧାର
୨୦୨୩ ସେଭ୍ ଦ ଟାଇଗର୍ସ ରାହୁଲ ଡିଜନି + ହଟଷ୍ଟାର୍

ଆଧାର ସମ୍ପାଦନା

  1. "Abhinav Gomatam reveals unknown facts about Tharun Bhascker's Meeku Maathrame Cheptha". The Times of India. 28 October 2019. Archived from the original on 9 September 2021. Retrieved 2021-05-02.
  2. "Abhinav Gomatam reveals unknown facts about Tharun Bhascker's Meeku Maathrame Cheptha". The Times of India. 28 October 2019. Retrieved 3 March 2020.
  3. Y Sunita Chowdhary (28 October 2019). "'Meeku Mathrame Cheptha' marks actor Abhinav Gomatam's tenth film". The Hindu. Retrieved 3 March 2020.
  4. Murali Krishna CH (1 November 2019). "Meeku Maathrame Cheptha Movie Review: Vijay Deverakonda's debut production venture is let down by a weak script". Cinema Express. Retrieved 3 March 2020.
  5. Suhas Yellapantula (29 June 2018). "Ee Nagaraniki Emaindhi Movie Review". Times of India. Retrieved 2 March 2020.
  6. "Teja's Sita trailer is out". Archived from the original on 2019-05-11. Retrieved 2023-07-12.
  7. "Teja's film with Kajal Aggarwal titled as 'Sita', first look tomorrow". The Times of India. 25 January 2019.
  8. "Meeku Maathrame Cheptha". Times of India (in ଇଂରାଜୀ). 23 September 2019. Retrieved 16 October 2019.

ବାହାର ଲିଙ୍କ୍ ସମ୍ପାଦନା