ଜଗୁ ଅଟୋବାଲା

୨୦୧୨ର ଓଡ଼ିଆ କଥାଚିତ୍ର

ଜଗୁ ଅଟୋବାଲା, ୨୦୧୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୁପିନ୍ଦର ସିଂହ । ପ୍ରକାଶ ବରାଳ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ।[୧] ଜେମସ୍ ଆନ୍ଥୋନୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରଟିର ଓଡ଼ିଆ ସମେତ ବଙ୍ଗଳା ଭାଷାରେ ମଧ୍ୟ ନିର୍ମାଣ କରାଯାଇଥିଲା ।[୩]

ଜଗୁ ଅଟୋବାଲା
ନିର୍ଦ୍ଦେଶକଜେମସ୍ ଆନ୍ଥୋନୀ
ପ୍ରଯୋଜକପୁପିନ୍ଦର ସିଂହ
ସଂଳାପପ୍ରକାଶ ବରାଳ
ଚିତ୍ରନାଟ୍ୟପ୍ରକାଶ ବରାଳ
କାହାଣୀପ୍ରକାଶ ବରାଳ
କଳାକାରପୁପିନ୍ଦର ସିଂହ, ପାମେଲା ମଣ୍ଡଳ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମନୋଜ ମିଶ୍ର, ପ୍ରିନ୍ସ, ସୁମନ
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୭ ଡିସେମ୍ବର ୨୦୧୨[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପିନ୍ଦର ସିଂହ[୪] ଏବଂ ପାମେଲା ମଣ୍ଡଳ ।[୫] ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମନୋଜ ମିଶ୍ର, ପ୍ରିନ୍ସ, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୧] ଅନ୍ତରା ଚକ୍ରବର୍ତ୍ତୀ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଓ'ରେ ସାହେବା" 
2."କଟକରେ ଦଶହରାରେ" 
3."ଭିଜା ଭିଜା କୁହୁଡ଼ି" 

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Jagu Autowala". Incredible Orissa. 11 January 2012. Retrieved 18 November 2017.
  2. "Jagu Autobala New Oriya Movie". Incredible Orissa. 12 January 2012. Retrieved 18 November 2017.
  3. ୩.୦ ୩.୧ "ଓଡ଼ିଆରେ 'ଇରା', ବଙ୍ଗଳାରେ 'ଅନ୍ତରା'". sambad.in. 26 May 2017. Archived from the original on 22 November 2017. Retrieved 18 November 2017.
  4. "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
  5. "Jagu Autobala Film Wallpapers". Incredible Orissa. 29 June 2012. Retrieved 18 November 2017.
  6. "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.

ବାହାର ଆଧାର ସମ୍ପାଦନା