ଅନୁରାଧା ବିଶ୍ୱାଳ
ଅନୁରାଧା ବିଶ୍ୱାଳ, ଓଡ଼ିଶାରେ ଜନ୍ମିତ ତଥା ଭାରତକୁ ଆନ୍ତର୍ଜାତୀୟ ସ୍ଥରରେ ପ୍ରତିନିଧିତ୍ୱ କରିଥିବା ଜଣେ ଧାବିକା ।[୨][୩][୪] ସେ ମୁଖ୍ୟତ ୧୦୦ମି. ବାଧାଦୌଡ଼ ଏବଂ ୪ X ୧୦୦ମି. ରିଲେ ଦୌଡରେ ପ୍ରତିଦ୍ୱନ୍ଦିତା କରିଥାନ୍ତି ।[୫]
ଅନୁରାଧା ବିଶ୍ୱାଳ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଅନୁ |
ଶିକ୍ଷା | ସ୍ନାତକୋତ୍ତର |
ପ୍ରସିଦ୍ଧି | ଆନ୍ତର୍ଜାତୀୟ ଧାବିକା |
ବୈବାହିକ-ସାଥୀ | ପରମାନନ୍ଦ ରାଉତରାୟ |
ସନ୍ତାନ | ଅଂଶିକା |
ପିତାମାତା | ରବିନ୍ଦ୍ରନାଥ ବିଶ୍ୱାଳ ନିବେଦିତା ବିଶ୍ୱାଳ |
ପୁରସ୍କାର | ଏକଲବ୍ୟ ପୁରସ୍କାର, ୨୦୦୦[୧] |
ଅନୁରାଧା, ବିଭିନ୍ନ ଜାତୀୟ, ଆନ୍ତର୍ଜାତୀୟ ତଥା ୨୦୦୦ ମସିହାରେ ଅନୁଷ୍ଠିତ ହୋଇଥିବା ସିଡ଼ନୀ ଅଲିମ୍ପିକରେ ଭାରତକୁ ପ୍ରତିନିଧିତ୍ୱ କରିସାରିଛନ୍ତି ।[୬] ୨୦୦୬ ମସିହାରେ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋଠାରେ ଅନୁଷ୍ଠିତ ସାଫ୍ କ୍ରୀଡ଼ାରେ ୪ X ୧୦୦ମି. ରିଲେ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବା, ତାଙ୍କ ଜୀବନରେ ଏକ ଉଲ୍ଲେଖନୀୟ ଘଟଣା । ଏହା ବ୍ୟତୀତ, ସେ ବହୁବାର ଜାତୀୟ ରେକର୍ଡ଼ ପ୍ରତିଷ୍ଠା ବା ତା'ର ସମକକ୍ଷ ହୋଇପାରିଛନ୍ତି । [୭][୮][୯]
୨୦୦୦ ମସିହାର, ଏକଲବ୍ୟ ପୁରସ୍କାର ବିଜୟିନୀ, ଅନୁରାଧା ବର୍ତ୍ତମାନ ନାଲକୋ କମ୍ପାନୀରେ କାର୍ଯ୍ୟରତ । [୧୦]
ସଫଳତା
ସମ୍ପାଦନାYear | Competition | Venue | Position | Notes |
---|---|---|---|---|
Representing ଭାରତ | ||||
2000 | Asian Championships | Jakarta, Indonesia | 3rd | 100m hurdles |
2006 | SAF Games | Columbo, Sri Lanka | 1st | 100m hurdles |
ଅନୁରାଧା ସମୁଦାୟ ୮୦ଟି ସ୍ୱର୍ଣ୍ଣ ୫୦ଟି ରୌପ୍ୟ ଓ ୩୭ଟି ବ୍ରୋଞ୍ଜ ପଦକ ଜିତିଛନ୍ତି
ପୁରସ୍କାର ଓ ପ୍ରଶଂସା
ସମ୍ପାଦନାଅନୁରାଧାଙ୍କୁ ୨୦୧୩ ବର୍ଷର ବିଜୁ ପଟ୍ଟନାୟକ କ୍ରୀଡ଼ାରେ ଜୀବନ ବ୍ୟାପୀ ସାଧନ ପୁରସ୍କାର ମିଳିଥିଲା ୨୯ ଅଗଷ୍ଟ ୨୦୧୪ ଦିନ। ଏହି ପୁରସ୍କାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପ୍ରଦାନ କରିଥିଲେ।ପୁରସ୍କାର ସ୍ୱରୂପ ୩ ଲକ୍ଷ ଟଙ୍କା ମିଳିଥିଲା । ସେହିପରି ସେ ୨୦୦୩ ମସିହାରେ ବିଜୁ ପଟ୍ଟନାୟକ ରାଜ୍ୟର ଶ୍ରେଷ୍ଠ କ୍ରୀଡାବିତ ଭାବେ ୫୦୦୦୦ ଟଙ୍କା ପୁରସ୍କାର ପାଇଥିଲେ।
ବାହ୍ୟ ଆଧାର
ସମ୍ପାଦନା- ଅନୁରାଧା ବିଶ୍ୱାଳ profile at IAAF
ଆଧାର
ସମ୍ପାଦନା- ↑ http://www.imfa.in/resource-centre/2000/nov25.htm
- ↑ "ଆର୍କାଇଭ୍ କପି". Archived from the original on 2008-06-22. Retrieved 2013-04-08.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2013-09-28. Retrieved 2013-04-08.
{{cite web}}
: Cite has empty unknown parameter:|1=
(help) - ↑ General Books LLC (June 2010). Indian Hurdlers: P. T. Usha, Joseph Abraham, M. D. Valsamma, Anuradha Biswal, K. Krishna Mohan, Gurbachan Singh Randhawa. General Books LLC. ISBN 978-1-158-25962-5. Retrieved 8 April 2013.
- ↑ "ଆର୍କାଇଭ୍ କପି". Archived from the original on 2017-10-13. Retrieved 2013-04-08.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2013-03-23. Retrieved 2013-04-08.
{{cite web}}
: Cite has empty unknown parameter:|1=
(help) - ↑ http://portal.bsnl.in/bsnl/asp/content%20mgmt/html%20content/sports/sports1773.html[permanent dead link]
- ↑ http://hindu.com/2002/08/27/stories/2002082705202100.htm
- ↑ http://www.telegraphindia.com/1070513/asp/sports/story_7770560.asp
- ↑ http://www.orisports.com/PersonDetails.aspx?pId=MTQ=