ଅନୁବ୍ରତ ବସୁ
ଭାରତୀୟ ଅଭିନେତା
ଅନୁବ୍ରତ ବସୁ (ଜନ୍ମ: ୫ ଅକ୍ଟୋବର ୧୯୮୯) ଜଣେ ଭରତୀୟ ଅଭିନେତା, ଯିଏକି ବଙ୍ଗାଳୀ କଥାଚିତ୍ର ଜଗତରେ ମୁଖ୍ୟତଃ କାମ କରନ୍ତି । ସେ ପ୍ରଥମେ ସ୍ଥାନୀୟ ଥିଏଟରରେ ଅଭିନୟ ଅଭିନୟ କରିବା ଆରମ୍ଭ କରିଥିଲେ । ଅଞ୍ଜନ ଦତ୍ତଙ୍କଦ୍ୱାରା ନିର୍ମିତ କଥାଚିତ୍ର ମ୍ୟାଡଲି ବଙ୍ଗାଳୀରେ ସେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ।[୧] ଏହାପରେ ସେ ଚାତ୍ରକ ଏବଂ ଗନ୍ଦୁ ଭଳି କଥାଚିତ୍ରରେ ଅଭିନୟ କରିଛନ୍ତି ।[୨][୩] ଗନ୍ଦୁ କଥାଚିତ୍ରରେ ତାଙ୍କର ଉଲଗ୍ନ ଅଭିନୟ ଯୋଗୁଁ ସେ ବିବାଦରେ ଛନ୍ଦି ହୋଇଥିଲେ ।[୪]
ଅନୁବ୍ରତ ବସୁ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ଅଭିନୀତ କଥାଚିତ୍ର
ସମ୍ପାଦନା- ତାଶେର ଦେଶ
- ଗନ୍ଦୁ
- ମାଛ୍ ମିଷ୍ଟି ଆଣ୍ଡ୍ ମୋର୍
- ଚାତ୍ରକ
- ମ୍ୟାଡ୍ଲି ବଙ୍ଗାଲୀ
- ବେଡ୍ ରୁମ୍
- ଆମି ଆର୍ ଆମାର୍ ଗାର୍ଲଫ୍ରେଣ୍ଡ
- ଚିତ୍ତଗୋଙ୍ଗ
ଆଧର
ସମ୍ପାଦନା- ↑ "Madly Bangali (2009) - IMDb".
- ↑ "I'm no porn star: Anubrata Basu". The Times of India. Archived from the original on 14 December 2011. Retrieved 17 March 2013.
- ↑ "Anubrata Basu biography". Archived from the original on 14 August 2012. Retrieved 17 March 2013.
- ↑ "GANDU: An Explosive Film that Melds I STAND ALONE with 8 MILE in the Ghetto Hood of Calcutta" Hammer to Nail.com. Published 30 January 2011. Retrieved 21 May 2014.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅନୁବ୍ରତ ବସୁ