ଅନୁପ୍ରିୟା ଲାକ୍ରା

ପ୍ରଥମ ଆଦିବାସୀ ଓଡ଼ିଆ ମହିଳା ପାଇଲଟ

ଅନୁପ୍ରିୟା ଲାକ୍ରା, ଜଣେ ଓଡ଼ିଆ ମହିଳା ପାଇଲଟ । ସେ ଓଡ଼ିଶାର ପ୍ରଥମ ଆଦିବାସୀ ମହିଳା ପାଇଲଟ । ସେପ୍ଟେମ୍ବର ୨୦୧୯ ମସିହାରୁ ସେ ବ୍ୟବସାୟିକ ପାଇଲଟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ।[୧]

ଅନୁପ୍ରିୟା ମଧୁମିତା ଲାକ୍ରା
ଜନ୍ମ
ଅନୁପ୍ରିୟା ଲାକ୍ରା
ଜାତୀୟତାଭାରତୀୟ
ବୃତ୍ତିପାଇଲଟ
ସକ୍ରିୟ ବର୍ଷ୨୦୧୯-ଏବେଯାଏଁ

ଅନୁପ୍ରିୟାଙ୍କ ପିତା ମାରିନିୟସ ଲାକ୍ରା ଓଡ଼ିଶା ପୁଲିସରେ ହାବିଲଦାର ଚାକିରୀ କରନ୍ତି । ତାଙ୍କ ମା ଜମାଜ ଜସମିନ ଜଣେ ଗୃହିଣୀ । ଅନୁପ୍ରିୟା ମାଲକାନଗିରିର ଦିପ୍ତୀ କନଭେଣ୍ଟ ବିଦ୍ୟାଳୟରୁ ହାଇସ୍କୁଲ ଶିକ୍ଷା[୨]ସେମିଳିଗୁଡ଼ାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ହାସଲ କରିଥିଲେ ।[୩] ୨୦୧୨ ମସିହାରେ ଅନୁପ୍ରିୟା ନିଜର ଇଞ୍ଜିନିୟରିଂ ଶିକ୍ଷା ଅଧାରୁ ଛାଡ଼ି, ଭୁବନେଶ୍ୱରର ଏକ ଆଭିଏସନ ଏକାଡେମୀରୁ[୪] ଉଡ଼ାଯାହାଜ ଚଲାଇବା ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।[୫]

ଆଧାର ସମ୍ପାଦନା

  1. "ଅନୁପ୍ରିୟା ହେଲେ ମାଲକାନଗିରିର ପ୍ରଥମ ଆଦିବାସୀ ମହିଳା ପାଇଲଟ". odishasambad.in/. odisha sambad. Retrieved 7 March 2020.
  2. "Anupriya Lakra, a tribal Catholic, is the first woman commercial pilot in Odisha". asianews.it/. asia news. Retrieved 7 March 2020.
  3. "Anupriya Lakra becomes first woman pilot from Odisha's Naxal-Hit Region". www.business-standard.com. business standard. Retrieved 7 March 2020.
  4. "Odisha's Maoist-hit Malkangiri gets its first pilot: Tribal girl Anupriya Lakra". economictimes.indiatimes.com. economic times. Archived from the original on 10 January 2020. Retrieved 7 March 2020.
  5. "23-Year Old Becomes First Woman Pilot From Odisha's Maoist-Hit Region". www.ndtv.com. ndtv. Retrieved 7 March 2020.