ବ୍ୟବହାରକାରୀ:Raj K. Mohapatra (Puri)/ଅନିତା ପଣ୍ଡା

(ଅନିତା ପଣ୍ଡାରୁ ଲେଉଟି ଆସିଛି)

ଅନିତା ପଣ୍ଡା

ସମ୍ପାଦନା

ଅନିତା ପଣ୍ଡା (ଜନ୍ମ ୨୦ ଜୁନ୍ ୧୯୪୯) ଜଣେ ଓଡ଼ିଆ ଲେଖିକା ଓ ଭାରତୀୟ ଚିକିତ୍ସିକା । ଅତି କମ୍ ବୟସରୁ ଲେଖାଲେଖିରେ ସକ୍ରିୟ ଅନୀତାଙ୍କର ବହୁ କବିତା, ଗଳ୍ପ, ପ୍ରବନ୍ଧ ଓ ଶିଶୁ ସାହିତ୍ୟ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା ।

ସଂକ୍ଷିପ୍ତ ଜୀବନୀ

୧୯୪୯ ମସିହାରେ ସେ ପିତା ଆଦିକନ୍ଦ ପଣ୍ଡା(ଡାକ୍ତର) ଓ ମାତା ଭାନୁ ଦେବୀଙ୍କ ଔରସରୁ ଯାଜପୁର ଜିଲ୍ଲାର (ରାମବାଗଛକ) ତଳିହା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ସ୍ୱାମୀଙ୍କ ନାମ ହେଲା ଆଦିକନ୍ଦ ପଣ୍ଡା(ଡାକ୍ତର) । ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା MBBS, MD, FAMS, FICS, FICO, FIMAAMS, MRCO (London) । ବୃତ୍ତିରେ ଜଣେ ଡାକ୍ତର ଭାବେ ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟ କରିଥିଲେ ।

ସାହିତ୍ୟିକ କୃତିତ୍ୱ

  • ୧୦ ବର୍ଷ ବୟସରେ ପ୍ରଥମ କବିତା ଲିଖିତ ଓ ପ୍ରକାଶିତ ।
  • ୧୧ ବର୍ଷ ବୟସରେ ପ୍ରଥମ କ୍ଷୁଦ୍ର ଗଳ୍ପ ଲିଖିତ ଓ ପ୍ରକାଶିତ ।
  • ୧୫ ବର୍ଷ ବୟସରେ ରାଜ୍ୟସ୍ତରୀୟ ଯୁବ ଲେଖକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ।
  • ୧୬ ବର୍ଷ ବୟସରେ ପ୍ରଥମ ନାଟକ ଲିଖିତ ଓ ଦ୍ବିତୀୟ ସ୍ଥାନ ହାସଲ ।
  • ୧୮ ବର୍ଷ ବୟସରେ ରାଜ୍ୟସ୍ତରୀୟ ଯୁବ ଲେଖକ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ।
  • ୨୦ ବର୍ଷ ବୟସରେ ପ୍ରଥମ ଉପନ୍ୟାସ ଅସମାପ୍ତ ଲିଖିତ ଓ ଅପ୍ରକାଶିତ ।
  • ୨୧ ବର୍ଷ ବୟସରେ ପତ୍ରିକାରେ ପ୍ରଥମ ସାକ୍ଷାତକାର ।

ପ୍ରକାଶିତ ପୁସ୍ତକ

ଉପନ୍ୟାସ

  • ପ୍ରତାରଣା ପରେ ୨୦୧୪
  • ଘୂର୍ଣ୍ଣ ପ୍ରତୀତି ୨୦୧୫
  • ଅସ୍ତରାଗିଣୀ ୨୦୧୭
  • ପରିଧି ୨୦୧୮
  • ପ୍ରଥିତ ପ୍ରତୀତି ୨୦୧୯
  • ଦିହୁଡ଼ି ୨୦୨୦
  • କୈଶୋର୍ଯ୍ଯ କସ୍ତୁରୀ ୨୦୨୧
  • ମଧୁ ମାଳତୀ ୨୦୨୨
  • ବନ୍ଦ କୋଠରି ଭିତରେ ୨୦୨୨

କବିତା

  • ଆଷାଢ଼ସ୍ୟ ପ୍ରଥମ ଦିବସେ ୧୯୯୬
  • ଗୋପଲୀଳା (ଗୀତି କବିତା ଓ ଭଜନ) ୧୯୯୬
  • ସ୍ମୃତି ଏକ ଅନୁରକ୍ତି ୨୦୧୩
  • ପ୍ରଣୟ, ପ୍ରଣେୟ, ପ୍ରମିତି ୨୦୧୪
  • ପ୍ରତିଲେଖ ୨୦୧୪
  • ଅନନ୍ୟ ସ୍ବର ୨୦୧୭
  • ମୁଁ ଏକ ୨୦୧୮
  • କତିପୟ ଏକପଦୀ ୨୦୨୨
  • ଶତାବ୍ଦୀର ରୂପ ୨୦୨୨

କ୍ଷୁଦ୍ରଗଳ୍ପ

  • ଶିଖା ଲିଭିଛି ୧୯୯୬
  • ଦି' ଟୋପା ଲୁହ ୧୯୯୭
  • ଲେଖନୀ ୨୦୧୪
  • ଭିନ୍ନରୂପ ୨୦୧୮
  • ଅଗ୍ନି ଜ୍ୟୋତ୍ସ୍ନା ୨୦୧୯
  • ହୃଦୟ ସୁନା ମନ ଅରଣା ୨୦୨୦
  • ଗଳ୍ପ ସମୂହ

ନାଟକ

  • ପୁଚ୍ଛଲ ତାରା ୧୯୯୬
  • ନାଟକ ପସରାରେ ସଂସ୍କୃତି ୧୯୯୬
  • ମୁକ୍ତ ଆକାଶ ୨୦୧୫

ଅନ୍ୟାନ୍ୟ

  • Where there is will ୨୦୧୭
  • Efforts do not die ୨୦୨୦
  • ତୋଟାରୁ ତଟାଗ ୨୦୨୧
  • କଲମରେ କରୋନା ୨୦୨୧
  • ସାଉଁଟା ମୋତି ୨୦୨୨
  • ସ୍ମୃତି ନୈବେଦ୍ୟ ୨୦୨୨
  • ବିଗତ ଅପରାହ୍ନ ୨୦୨୨
  • ଚେନାଏ ଅନୁଭୂତି ୨୦୨୨

ସମ୍ପାଦନା

  • ଉପହାର ୨୦୨୧
  • ଅମୃତ ସନ୍ଧାନୀ ମନୋଜ ୨୦୨୧
  • ଆମ ଜୀବନରେ କବି ରମାକାନ୍ତ ୨୦୨୨
  • ଅମୃତ ଆହ୍ବାନ ବାପୁ ୨୦୨୨
  • ପ୍ରେରଣା ଉତ୍ସ (ଦ୍ରୌପଦୀ ମୁର୍ମୂ)

ଅନୁବାଦ (ହିନ୍ଦୀ)

  • ଲୁଟ୍ କେ ବାଦ୍ ଭୀ ୨୦୨୧
  • ତିସରା ଜନମ ୨୦୨୨
  • ମନ କା ସ୍ବର

ସମ୍ମାନ

  • ନାଟକ ଲେଖିକା ସମ୍ମାନ ପତ୍ର ୧୯୮୬, ୧୯୯୦, ୧୯୯୫, ୧୯୯୮, ୨୦୧୦, ୨୦୧୧, ୨୦୧୨, ୨୦୧୪
  • ଆଶ୍ରୟ ସମ୍ମାନ ୨୦୧୨
  • ଇଣ୍ଟେଲେକ୍ଟ ସମ୍ମାନ ୨୦୧୩
  • ଗୋଧୂଳି ସମ୍ମାନ
  • କୁନ୍ତଳା କୁମାରୀ ସାବତ ସମ୍ମାନ - ଜଗନ୍ନାଥ ପରିଷଦ ୨୦୧୬
  • ଓଡ଼ିଶା ଲେଖିକା ସଂସଦ ଉମାଦେବୀ ସମ୍ମାନ ୨୦୧୮
  • ଶ୍ବେତ ସଂକେତ ବହୁମୂଖୀ ପ୍ରତିଭା ସମ୍ମାନ ୨୦୧୮
  • ଅଲ୍ ଇଣ୍ଡିଆ ପୋଏଟେସ୍ ସମ୍ମାନ ୨୦୧୮
  • ସ୍ମୃତି ସାନ୍ତ୍ବନା ସମ୍ମାନ ୨୦୧୯
  • ସାରଳା ସଂସଦ ସମ୍ମାନ ୨୦୨୦
  • କଳିଙ୍ଗ ପୁସ୍ତକ ମେଳା ସମ୍ମାନ ୨୦୨୧
  • ଅଲ୍ ଇଣ୍ଡିଆ ପୋଏଟେସ୍ - ଜୀବନ ବ୍ୟାପି ସାହିତ୍ୟ ସମ୍ମାନ ୨୦୨୨