ଅନନ୍ତ ଚରଣ ମାଝି
ଓଡ଼ିଆ ରାଜନୀତିଜ୍ଞ
ଅନନ୍ତ ଚରଣ ମାଝି (୨୪ ସେପ୍ଟେମ୍ବର ୧୯୪୪ - ୨୫ ସେପ୍ଟେମ୍ବର ୨୦୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଇସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଅନନ୍ତ ଚରଣ ମାଝି | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ନିର୍ବାଚନ ମଣ୍ଡଳୀ | ବଇସିଙ୍ଗା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୯ ଅପ୍ରେଲ ୧୯୪୪ |
ମୃତ୍ୟୁ | ୨୫ ସେପ୍ଟେମ୍ବର ୨୦୦୬ | (ବୟସ ୬୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ | ଅନ୍ନପୂର୍ଣ୍ଣା ମାଝି |
ବାପା/ବୋଉ | ସାବୁଆ ମାଝି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଅନନ୍ତ ଚରଣ ମାଝି ୧୯୪୪ ମସିହାର ସେପ୍ଟେମ୍ବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସାବୁଆ ମାଝି ଓ ପତ୍ନୀଙ୍କ ନାମ ଅନ୍ନପୂର୍ଣ୍ଣା ମାଝି ।[୧]
ରାଜନୈତିକ ଜୀବନ
ସମ୍ପାଦନାଅନନ୍ତ ଚରଣ ମାଝି ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଅନନ୍ତ ଚରଣ ମାଝି ୨୦୦୬ ମସିହାର ସେପ୍ଟେମ୍ବର ମାସ ୨୫ ତାରିଖରେ ମୃତ୍ୟବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Ananta Charan Majhi". odishaassembly.nic.in. Odisha Assembly. Retrieved 25 August 2022.