ଅଜୟ ଶର୍ମା

ଭାରତୀୟ କ୍ରିକେଟ ଖେଳାଳି

ଅଜୟ କୁମାର ଶର୍ମା  ଶବଦ ବିଷୟରେ pronunciation (ଜନ୍ମ 3 ଏପ୍ରିଲ , 1964) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଦିଲ୍ଲୀଠାରେ ଜନ୍ମ ଗ୍ରହଣ କରି ଦିଲ୍ଲୀ ପାଇଁ ଘରେଇ କ୍ରିକେଟ ଖେଳୁଥିଲେ । 

ବ୍ୟକ୍ତିଗତ ତଥ୍ୟ
ନାମAjay Kumar Sharma
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରSlow left-arm
ଭୂମିକାBatsman
ସମ୍ପର୍କୀୟManan Sharma (son)
ଅନ୍ତର୍ଜାତୀୟ ତଥ୍ୟ
National side
Only Test (cap 182)11 January 1988 v West Indies
ପ୍ରଥମ ଦିନିକିଆ (cap 64)2 January 1988 v West Indies
ଶେଷ ଦିନିକିଆ16 November 1993 v West Indies
ଘରୋଇ ଦଳ ତଥ୍ୟ
YearsTeam
1984–2000Delhi
2000–2001Himachal Pradesh
Career statistics
ପ୍ରତିଯୋଗିତା Test ODI FC LA
ମ୍ୟାଚ ସଂଖ୍ୟା 1 31 129 113
ମୋଟ ରନ 53 424 10120 2814
ବ୍ୟାଟିଂ ହାର 26.50 20.19 67.46 36.07
ଶତକ/ଅର୍ଦ୍ଧଶତକ 0/0 0/3 38/36 2/20
ସର୍ବାଧିକ ରନ 30 59* 259* 135*
ବଲ ସଂଖ୍ୟା 24 1140 6438 3985
ଉଇକେଟ 0 15 87 108
ବୋଲିଂ ହାର 58.33 31.01 28.37
ଇନିଙ୍ଗସରେ ୫ଟି ଉଇକେଟ 0 1 2
ମ୍ୟାଚରେ ୧୦ଟି ଉଇକେଟ n/a 0 n/a
ସବୁଠୁ ଭଲ ବୋଲିଂ 3/41 5/34 5/30
କ୍ୟାଚ/ଷ୍ଟମ୍ପିଙ୍ଗ 1/– 6/– 94/– 43/–
Source: CricketArchive, 14 December 2009

ଘରେଇ ରଣଜୀ ଓ ଅନନ୍ୟ ପ୍ରଥମଶ୍ରେଣୀ ମେଚରେ ଅଜୟ 10,000 ରନ କରିଥିଲେ ଓ ତାଙ୍କର ହାର 67.46 ଥିଲା । .[] ବିଶ୍ୱର ମାତ୍ର 3 ଜଣ କ୍ରିକେଟର ତାଙ୍କଠୁ ଅଧିକ ହାରରେ ରନ କରିଥିଲେ । .[]

ରଣଜୀ ଟ୍ରଫିରେ ଶର୍ମା 31ଟି ଶତକ କରିଥିଲେ । [] ତାଙ୍କର ବ୍ୟାଟିଂ ହାର 80 ଥିଲା । .[][] Iସେ ଦୁଲିପ ଟ୍ରଫି ମଧ୍ୟ ଖେଳିଥିଲେ । 

ଅନ୍ତର୍ଜାତିକ ପ୍ରଦର୍ଶନ 

ସମ୍ପାଦନା

ଅଜୟ ଶର୍ମା ଭାରତ ପାଇଁ ମାତ୍ର ଗୋଟିଏ ଟେଷ୍ଟ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଖେଳିବାର ସୁଯୋଗ ପାଇଥିଲେ । .[] ସେ 1988ରୁ 1993 ମଧ୍ୟରେ 31ଟି ଏକଦିବାସୀୟ ଖେଳିଥିଲେ । 

1988ରେ ସେ ନିଉଜିଲାଣ୍ଡ ବିରୁଦ୍ଧରେ 2ଟି ଅରଧ ଶତକ କରିଥିଲେ ମଧ୍ୟ ପୁଣି 1993ରେ ଜିମ୍ବାବ୍ୱେ ବିରୂଢରେ 59 କରିବା ଯାଇ ଆଉ ଭଲ କରିପାରିନଥିଲେ । .[] ସେ 1989ରେ ଅଷ୍ଟ୍ରେଲିଆ ସହ ଖେଳି 424 ରନ ସହ 15ଟି ୱିକେଟ ନେଇଥିଲେ । []

ଆଜୀବନ ବାସନ୍ଦ 

ସମ୍ପାଦନା

2000 ମସିହାରେ ଅଜୟ ଶର୍ମାଙ୍କୁ ମେଚ ଫିକସିଙ୍ଗ ଅଭିଯୋଗରେ ଆଜୀବନ ପାଇଁ ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ କରାଗଲା ।  [][୧୦] 2014ରେ ଦିଲ୍ଲୀ କୋର୍ଟଦ୍ୱାରା ତାଙ୍କୁ ମେଚ ଫିକସିଙ୍ଗ ଅଭିଯୋଗରୁ ମୁକ୍ତ କରାଗଲା ଓ ତାଙ୍କୁ ସମସ୍ତ ସୁବିଧା ଦେବା ପାଇଁ ଆଦେଶ କରାଗଲା ।[୧୧][୧୨]

  1. "Ajay Sharma (Cricket Archive)". Retrieved 2006-06-09.
  2. First-class Matches - Highest Career Batting Average Cricinfo
  3. Ranji Trophy - Most Hundreds Cricket Archive
  4. Ajay Sharma in elite company Cricinfo
  5. Breakup of Ajay Sharma's first-class statistics Cricinfo
  6. 4th Test: India v West Indies at Chennai, 11-15 January 1988 Cricinfo
  7. Ajay Sharma - ODI innings-by-innings batting list Statsguru, Cricinfo
  8. India v Australia at Bangalore, 27 October 1989 Cricinfo
  9. "Ajay Sharma".
  10. "Padiham withdraw Sharma contract".
  11. "Ajay Sharma cleared in match-fixing case".
  12. "Remembering KP Bhaskar".

ବାହାର ଲିଙ୍କ 

ସମ୍ପାଦନା